କେନ୍ଦ୍ରାପଡ଼ା, ୨୩/୧/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ମଢିଆଳ ଗ୍ରାମର ପ୍ରତାପ କୁମାର ସାହୁଙ୍କ ଧର୍ମପତ୍ନୀ ତଥା ସମାଜସେବୀ ମିନତୀ ସାହୁଙ୍କ ଦ୍ୱାଦଶାହ ଅବସରରେ ତାଙ୍କ ବାସଭବନ ପରିସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତିସଭାରେ ପୂର୍ବତନ ବିଧାୟିକା ଡଃ. ସିପ୍ରା ମଲିକ, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିବେଦିତା ସାମଲ, ପୂର୍ବତନ ପୌର କାଉନସିଲର ହିରଣ୍ୟ କୁମାର ପଣ୍ଡା, ପ୍ରଶାନ୍ତ କୁମାର ସିଂ, ମଙ୍ଗଳବରଣ ସିଂ, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ଭୀମସେନ ବେହେରା, ରଞ୍ଜନ କୁମାର ସାହୁଙ୍କ ସମେତ ସ୍ୱର୍ଗତା ମିନତୀଙ୍କ ଝିଅ କାଜଲ, କରିସ୍ମା, ଲୋପାମୁଦ୍ରା, ଧରିତ୍ରୀ, ନଣଦ କବିତା, ସବିତା, ମମତା, କାଂଚନ, ନାତୁଣୀ ସୋନାକ୍ଷୀ ଘୋଷ, ଜ୍ୱାଇଁ ଟୁଟୁନ, ଝୁନୁ, ଚିନ୍ମୟ ଓ ଦିଅର ପ୍ରଦୀପ, ପ୍ରଶାନ୍ତ, ଶୁଶୁର ଫକିର ଚରଣ ସାହୁ, ଭାଣିଜି ଭାଗ୍ୟଶ୍ରୀ, ଚିନୁ, ଭୂମୀ, ଯାଆ ବିଜୟଲକ୍ଷ୍ମୀ ସାହୁ, ନଣଦେଇ ଅଶୋକ, ମନ, କାଲା ପ୍ରମୁଖ ଯୋଗଦେଇ ସ୍ୱର୍ଗତା ମିନତୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର