Sunday , May 22 2022
Breaking News
Home / ନିର୍ବାଚନ / ୪୨ ମୌଜା ଦାଧିବାମନପୁର ପଞ୍ଚାୟତ ସରପଞ୍ଚ ପାର୍ଥିନୀ ଇତିଶ୍ରୀ ମହାନ୍ତିଙ୍କ ନାମାଙ୍କନ

୪୨ ମୌଜା ଦାଧିବାମନପୁର ପଞ୍ଚାୟତ ସରପଞ୍ଚ ପାର୍ଥିନୀ ଇତିଶ୍ରୀ ମହାନ୍ତିଙ୍କ ନାମାଙ୍କନ

କଟକ , ୨୨/୧/୨୦୨୨ (ଓଡ଼ିଶା ସମାଚାର)-  କଟକ ସଦର ୪୨ ମୌଜା ଦାଧିବାମନପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ପାର୍ଥିନୀ  ଇତିଶ୍ରୀ ମହାନ୍ତି ପଞ୍ଚାୟତ କାର୍ଯ୍ୟଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ କରିଥିବା ଜଣାପଡିବା ପରେ ଇତିଶ୍ରୀଙ୍କ ପ୍ରତି ସମର୍ଥନ ବୃଦ୍ଧି ପାଇଛି । ଓଡ଼ିଶା ସମାଚାର

About admin

Check Also

‘ଶାନ୍ତି ପଥ’ର ଚତୁର୍ଥ ବାର୍ଷିକ ଉତ୍ସବ – ବୁଦ୍ଧ ଓ ଗାନ୍ଧୀଙ୍କ ପ୍ରାସଙ୍ଗିକତା ଆଜି ବି ରହିଛି

ଭୁବନେଶ୍ୱର , ୨୧/୦୫/୨୦୨୨( ଓଡ଼ିଶା ସମାଚାର )- ବିଶ୍ୱ ଶାନ୍ତି, ସମାଜ ସେବା, ଯୋଗ, ମାନବ କଲ୍ୟାଣର ସଂଗଠନ ‘ଶାନ୍ତି …

Leave a Reply

Your email address will not be published. Required fields are marked *