Sunday , May 22 2022
Breaking News
Home / ବିଶେଷ / ରକ୍ତଦାନ ଶିବିରରେ ସ୍ୱେଛାକୃତ ରକ୍ତଦାନ ପାଇଁ ନିବେଦନ

ରକ୍ତଦାନ ଶିବିରରେ ସ୍ୱେଛାକୃତ ରକ୍ତଦାନ ପାଇଁ ନିବେଦନ

କେନ୍ଦ୍ରାପଡା, ୨୨/୧/୨୦୨୨ (ଓଡ଼ିଶା ସମାଚାର)-  ନେତାଜୀ ଜୟନ୍ତୀ ଅବସରରେ କେନ୍ଦ୍ରାପଡା ସହରର କେଶପୁର ବଜାରସ୍ଥିତ ସମୀର ମୋଟର୍ସ ପକ୍ଷରୁ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ପ୍ରତିବର୍ଷ ଭଳି ଚଳିତ ବର୍ଷ କୋଭିଡ -୧୯ ମାର୍ଗଦର୍ଶିକା ଅନୁଯାଇ ରବିବାର ସକାଳେ ଅନୁଷ୍ଠିତ ହେବ । ଇଛୁକ ବ୍ୟକ୍ତିମାନେ ଏହି ଶିବିରରେ ସ୍ୱେଛାକୃତ ରକ୍ତଦାନ କରିବାକୁ ସମୀର ମୋଟର୍ସ ପକ୍ଷରୁ ନିବେଦନ କରାଯାଇଛି । ରକ୍ତଦାନ ଦ୍ୱାରା ଶରୀର ନିରୋଗ ରହିବା ସହ ଅନ୍ୟ ଜଣଙ୍କ ଜୀବନ  ବଂଚାଇବାରେ ଆମେ ସକ୍ଷମ ହୋଇପାରିବା ।ଏହି ଶିବିରରେ ବହୁ ସଂଖ୍ୟାରେ ଯୋଗଦେଇ ରକ୍ତଦାନ କରିବାକୁ ସମୀର ମୋଟର୍ସର ପ୍ରୋପାଇଟର ସମୀର କୁମାର ଚାନ୍ଦ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି । ଇଛୁକ ବ୍ୟକ୍ତିମାନେ ଏଥିନିମନ୍ତେ  ସେଲସ ମ୍ୟାନେଜର ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କୁ ଫୋନ ନମ୍ବର- ୭୬୮୨୦୦୦୫୪୯ରେ ଯୋଗାଯୋଗ କରିବାକୁ କୁହାଯାଇଛି । ଓଡ଼ିଶା ସମାଚାର

About admin

Check Also

‘ଶାନ୍ତି ପଥ’ର ଚତୁର୍ଥ ବାର୍ଷିକ ଉତ୍ସବ – ବୁଦ୍ଧ ଓ ଗାନ୍ଧୀଙ୍କ ପ୍ରାସଙ୍ଗିକତା ଆଜି ବି ରହିଛି

ଭୁବନେଶ୍ୱର , ୨୧/୦୫/୨୦୨୨( ଓଡ଼ିଶା ସମାଚାର )- ବିଶ୍ୱ ଶାନ୍ତି, ସମାଜ ସେବା, ଯୋଗ, ମାନବ କଲ୍ୟାଣର ସଂଗଠନ ‘ଶାନ୍ତି …

Leave a Reply

Your email address will not be published. Required fields are marked *