Wednesday , May 18 2022
Breaking News
Home / ନିର୍ବାଚନ / ଜନାର୍ଦ୍ଦନପୁର ଓ କଳମିଶ୍ରି ପଞ୍ଚାୟତ ରେ ସରପଞ୍ଚ ପ୍ରାର୍ଥୀ ମାନଙ୍କ ପ୍ରାର୍ଥୀ ପତ୍ର କାଏମ

ଜନାର୍ଦ୍ଦନପୁର ଓ କଳମିଶ୍ରି ପଞ୍ଚାୟତ ରେ ସରପଞ୍ଚ ପ୍ରାର୍ଥୀ ମାନଙ୍କ ପ୍ରାର୍ଥୀ ପତ୍ର କାଏମ

ନିଶ୍ଚିନ୍ତକୋଇଲି,୨୨/୦୧/୨୦୨୨(ଓଡିଶା ସମାଚାର /ଅଭୟ ଜେନା )- ନିଶ୍ଚିନ୍ତକୋଇଲି ବ୍ଲକ ର କଳମିଶ୍ରି ଓ ଜନାର୍ଦ୍ଦନପୁର ପଞ୍ଚାୟତ ର ସରପଞ୍ଚ ପ୍ରାର୍ଥୀ ମାନଙ୍କର ପ୍ରାର୍ଥୀ ପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି ଜ୍ଝକଳମିଶ୍ରି ପଞ୍ଚାୟତ ରେ ଦୁଇ ଜଣ ପ୍ରାର୍ଥୀ ଅନନ୍ତ କର ଓ ବଟ କୃଷ୍ଣ ବେହେରା ଙ୍କ ପ୍ରାର୍ଥୀ ପତ୍ର କାଏମ ରହିଥିବା ଜଣାପଡିଛି ଜ୍ଝ ସେହିପରି ଜନାର୍ଦ୍ଦନପୁର ପଞ୍ଚାୟତ ରେ ପଞ୍ଚ ଜଣ ପ୍ରାର୍ଥୀ ଙ୍କର ପ୍ରାର୍ଥୀ ପତ୍ର କାଏମ ରହିଛି ଜ୍ଝ ସେମାନେ ହେଲେ ବିଶ୍ୱ ଭୂଷଣ ନାୟକ, ଶ୍ରଦ୍ଧାଞ୍ଜଳି ନାୟକ, ବସନ୍ତ କୁମାର ବେହେରା, ପ୍ରମୋଦ କୁମାର ବେହେରା ଓ ରଶ୍ମି କାନ୍ତ ସ୍ୱାଇଁ ଜ୍ଝ ତେବେ ବିଶ୍ଵଭୂଷଣ ଓ ଶ୍ରଦ୍ଧାଞ୍ଜଳି ଉଭୟ ପତି ପତ୍ନୀ ହୋଇଥିବା ବେଳେ, ପତି ପୂର୍ବତନ ସରପଞ୍ଚ ଓ ପତ୍ନୀ ବର୍ତମାନ ସରପଞ୍ଚ ଅଛନ୍ତି ଜ୍ଝ ଓଡିଶା ସମାଚାର

About admin

Check Also

ବାଲ୍ୟ ବିବାହ ରୋକିବା ପାଇଁ ଶପଥ ପାଠ

ବାଲେଶ୍ୱର, ୧୮/୦୫/୨୦୨୨( ଓଡ଼ିଶା ସମାଚାର )- ବାଲ୍ୟ ବିବାହ ରୋକିବା ପାଇଁ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ …

Leave a Reply

Your email address will not be published. Required fields are marked *