Wednesday , May 18 2022
Breaking News
Home / ନିର୍ବାଚନ / ଜୁନାଗଡ଼ ବିଜେଡି ଜିଲ୍ଲା ପରିଷଦ ର ନାମାଙ୍କନ ପତ୍ର ଦାଖଲ

ଜୁନାଗଡ଼ ବିଜେଡି ଜିଲ୍ଲା ପରିଷଦ ର ନାମାଙ୍କନ ପତ୍ର ଦାଖଲ

ଜୁନାଗଡ଼, ୨୧/୧/୨୦୨୨ (ଓଡିଶା ସମାଚାର /ରାକେଶ ବେମାଲ ): ଜୁନାଗଡ଼ ପଂଚାୟତ ସମିତି ର ସମସ୍ତ ଚାରି ଗୋଟି ଜିଲ୍ଲା ପରିଷଦ ଯୋନ ପାଇଁ ବିଜେଙ୍ଘଡି ନାମାଙ୍କନ ପତ୍ର ଦାଖଲ କରିଛି । ସମସ୍ତ ଚାରି ଗୋଟି ଯୋନ ର ପ୍ରାର୍ଥୀ ମାନେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ କେପଟେନ ଦିବ୍ୟ ଶଙ୍କର ମିଶ୍ର ଙ୍କ ଉପସ୍ଥିତି ରେ ସ୍ଥାନୀୟ ମା ଲଙ୍କେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରି ଧର୍ମଗଡ଼ ଠାରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ୧ ନମ୍ବର ଯୋନ ପାଇଁ ସୁଶୀଳା ମେହେର, ୨ନମ୍ବର ପାଇଁ ଶାମୁକା ରାଣୀ କୁମାର,୩ନମ୍ବର ପାଇଁ ଲାଲବହାଦୁର ଜନୀ ଏବଂ ୪ନମ୍ବର ଯୋନ ପାଇଁ ସଂଯୁକ୍ତା ଖର୍ସେଲ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହି ନାମଙ୍କନ ପତ୍ର ଦାଖଲ ରେ ସମସ୍ତ ପ୍ରାର୍ଥୀ କୋଭିଡ଼ ନିୟମ ପାଳନ କରି ଥିଲେ । ଓଡ଼ିଶା ସମାଚାର

About admin

Check Also

ଭାଗବତ ଟୁଙ୍ଗି ରେ ଭଗବତ ଆଲୋଚନା ଓ ଭଜନ ସନ୍ଧ୍ୟା

 ନିଶ୍ଚିନ୍ତକୋଇଲି, ୧୮/୦୫/୨୦୨୨(ଓଡିଶା ସମାଚାର/ ଅଭୟ ଜେନା)- ନିଶ୍ଚିନ୍ତକୋଇଲି ବ୍ଲକ କଳମିଶ୍ରି ପଞ୍ଚାୟତ ଦାମୋଦରପୁର ଠାରେ ସ୍ଥାପିତ ଭାଗବତ ଟୁଙ୍ଗି ପରିସରରେ …

Leave a Reply

Your email address will not be published. Required fields are marked *