Wednesday , May 18 2022
Breaking News
Home / ରାଜନୀତି / ଗୋପୀବଲ୍ଲଭ ପରିଡା ବ୍ଲକ ବିଜେଡି ସାଧାରଣ ସମ୍ପାଦକ ନିଯୁକ୍ତ

ଗୋପୀବଲ୍ଲଭ ପରିଡା ବ୍ଲକ ବିଜେଡି ସାଧାରଣ ସମ୍ପାଦକ ନିଯୁକ୍ତ

ନିଶ୍ଚିନ୍ତକୋଇଲି, ୨୧/୦୧/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )-ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡି ସାଧାରଣ ସମ୍ପାଦକ ଭାବେ ଯୁବନେତା ତଥା ସଂଗଠକ ଗୋପୀବଲ୍ଲଭ ପରିଡା ଙ୍କୁ ନିଯୁକ୍ତ କରାଯାଇଛି । ଆଇନ ମନ୍ତ୍ରୀ ପ୍ରତାପ ଜେନା ଙ୍କ ସୁପାରିଶ କ୍ରମେ କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ଙ୍କ ଅନୁମୋଦନ କ୍ରମେ ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି ତାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଦଳର ବିଭିନ୍ନ ସାଙ୍ଗଠନିକ କାର୍ୟ୍ୟ ରେ ଶ୍ରୀ ପରିଡା ନିଜକୁ ନିୟୋଜିତ କରିବାସହ ସଂଗଠନ କୁ ମଜବୁତ କରିବା ଦିଗରେ ପ୍ରତିଶୃତି ବଦ୍ଧ ବୋଲି ପ୍ରକାଶ କରିଛନ୍ତି । ଏହି ଅବସରରେ ଦଳର ନେତୃମଣ୍ଡଳୀ କୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଜେପି ର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ

ଭୁବନେଶ୍ୱର , ୧୫/୦୫/୨୦୨୨( ଓଡ଼ିଶା ସମାଚାର )- ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଜେପି ୪୦ ଜଣିଆ ଷ୍ଟାର ପ୍ରଚାରକ …

Leave a Reply

Your email address will not be published. Required fields are marked *