Wednesday , May 18 2022
Breaking News
Home / ନିର୍ବାଚନ / ଉରାଳି ସରପଞ୍ଚ ଆଶାଲତା ଵେହେରା ୪ ନମ୍ଵର ଜିଲ୍ଲା ପରିଷଦ ପ୍ରାର୍ଥିନୀ ଭାଵେ ଵିଜେଡିରୁ ନାମାଙ୍କନପତ୍ର ଦାଖଲ କଲେ

ଉରାଳି ସରପଞ୍ଚ ଆଶାଲତା ଵେହେରା ୪ ନମ୍ଵର ଜିଲ୍ଲା ପରିଷଦ ପ୍ରାର୍ଥିନୀ ଭାଵେ ଵିଜେଡିରୁ ନାମାଙ୍କନପତ୍ର ଦାଖଲ କଲେ

କଟକ ସଦର, ୨୧/୧/୨୦୨୨ (ଓଡିଶା ସମାଚାର /ଵିଷ୍ଣୁ ବେହେରା):କଟକ ସଦର ଵ୍ଲକ ଅନ୍ତର୍ଗତ ଉରାଳି,ଆମଣ,ଖଣ୍ଡେଏତା ପଞ୍ଚାୟତକୁ ନେଇ ୪ ନମ୍ଵର ଜିଲ୍ଲାପରିଷଦ ଆସନ ପାଇଁ ଉରାଳି ସରପଞ୍ଚ ଆଶାଲତା ଵେହେରା ଆଜି ଶୁକ୍ରବାର କଟକ ସଦର ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ଵେଉରାଙ୍କ ନିକଟରେ ଵିଜେଡି ଟିକେଟରେ ମନୋନୟନ ପତ୍ର ଦାଖଲ କରିଛନ୍ତି।ତାଙ୍କ ସମର୍ଥନରେ ଵ୍ଲକ ବିଜେଡି ସଭାପତି ପ୍ରମୋଦ ମହାପାତ୍ର, କାର୍ଯ୍ୟକାରୀ ସଭାପତି ସମର ବେହେରା, ଉପାଧ୍ୟକ୍ଷ ବିଭୂତି ଭୂଷଣ ପରିଡା, ଏହି ଯୋନର ଜିଲ୍ଲା ପରିଷଦ ସଭ୍ୟ ଜୀବନ ସାମନ୍ତରାୟ,ଵିପ୍ର ଚରଣ ଭୋଳ ପ୍ରମୁଖ ଵହୂ ନେତୃମଣ୍ଡଳୀ ଉପସ୍ଥିତ ଥିଲେ। ‘ମୋ ଉପରେ ଆସ୍ଥା ପ୍ରକଟ କରି ଵିଜେଡି ନିର୍ବାଚନ ଲଢ଼ିବାକୁ ଟିକେଟ ଦେଇ ଥିଵାରୁ ମୁଁ ମାନ୍ୟବର ବିଧାୟକ ଚନ୍ଦ୍ର ସାରଥି ବେହେରାଙ୍କୁ କୃତଞ୍ଜତା ଜଣାଉଛି’ଵୋଲି ନାମାଙ୍କନପତ୍ର ଦାଖଲ ପରେ ଶ୍ରୀମତୀ ବେହେରା ଆମ ପ୍ରତିନିଧିଙ୍କୁ କହିଛନ୍ତି। ଓଡିଶା ସମାଚାର

About admin

Check Also

ବାଲ୍ୟ ବିବାହ ରୋକିବା ପାଇଁ ଶପଥ ପାଠ

ବାଲେଶ୍ୱର, ୧୮/୦୫/୨୦୨୨( ଓଡ଼ିଶା ସମାଚାର )- ବାଲ୍ୟ ବିବାହ ରୋକିବା ପାଇଁ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ …

Leave a Reply

Your email address will not be published. Required fields are marked *