Wednesday , May 18 2022
Breaking News
Home / ରାଜନୀତି / ଇଜାଜ ଖାଁ ହେଲେ  କଟକ ଜିଲ୍ଲା ଛାତ୍ର ବିଜେଡି ଉପସଭାପତି 

ଇଜାଜ ଖାଁ ହେଲେ  କଟକ ଜିଲ୍ଲା ଛାତ୍ର ବିଜେଡି ଉପସଭାପତି 

ନିଶ୍ଚିନ୍ତକୋଇଲି, ୨୧/୧/୨୦୨୨ (ଓଡିଶା ସମାଚାର /ଅଭୟ ଜେନା )- ଛାତ୍ର ନେତା ଇଜାଜ ଖାଁ କଟକ ଜିଲ୍ଲା ବିଜୁ ଛାତ୍ର ବିଜେଡି ଉପସଭାପତି ଭାବେ ମନୋନୀତ ହୋଇଛନ୍ତି । କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ଙ୍କ ପରାମର୍ଶ କ୍ରମେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଙ୍କ ନିର୍ଦେଶ ରେ କଟକ ଜିଲ୍ଲା ସଭାପତି ଆସିଫ ଅମିନ ଏହାକୁ ଅନୁମୋଦନ କରି ଇଜାଜ ଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଏଥି ନେଇ ବିଜେଡି ସାଧାରଣ ସମ୍ପାଦକ ଅଚ୍ୟୁତାନନ୍ଦ ଦାସ, ସମ୍ପାଦକ ସ୍ୱାଧୀନ ଭୂୟାଁ, ବ୍ଲକ କାର୍ୟ୍ୟକାରୀ ସଭାପତି ପ୍ରମୋଦ ନାୟକଶୁଭେଚ୍ଛା ଜଣାଇ ଛନ୍ତି । ଓଡିଶା ସମାଚାର

About admin

Check Also

ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଜେପି ର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ

ଭୁବନେଶ୍ୱର , ୧୫/୦୫/୨୦୨୨( ଓଡ଼ିଶା ସମାଚାର )- ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଜେପି ୪୦ ଜଣିଆ ଷ୍ଟାର ପ୍ରଚାରକ …

Leave a Reply

Your email address will not be published. Required fields are marked *