Wednesday , May 18 2022
Breaking News
Home / ବିଶେଷ / ଅତିରିକ୍ତ ତାସିଲଦାର ପ୍ରମୋଦ କୁମାର ମହାନ୍ତିଙ୍କ ଦେହାନ୍ତ

ଅତିରିକ୍ତ ତାସିଲଦାର ପ୍ରମୋଦ କୁମାର ମହାନ୍ତିଙ୍କ ଦେହାନ୍ତ

କେନ୍ଦ୍ରାପଡ଼ା,୨୧/୧/୨୦୨୨ (ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ତହସିଲ ଅଫିସର ଅତିରିକ୍ତ ତାସିଲଦାର ପ୍ରମୋଦ କୁମାର ମହାନ୍ତିଙ୍କର ଦେହାନ୍ତ ଘଟିଛି । ଶ୍ରୀଯୁକ୍ତ ମହାନ୍ତି ହୃଦରୋଗ ରେ ପିଡ଼ୀତ ଥିଲେ ।ତାଙ୍କର ଅକାଳ ବିୟୋଗରେ ଶୋକ ପ୍ରକାଶ ପାଇଛି । ଓଡ଼ିଶା ସମାଚାର

About admin

Check Also

ବାଲ୍ୟ ବିବାହ ରୋକିବା ପାଇଁ ଶପଥ ପାଠ

ବାଲେଶ୍ୱର, ୧୮/୦୫/୨୦୨୨( ଓଡ଼ିଶା ସମାଚାର )- ବାଲ୍ୟ ବିବାହ ରୋକିବା ପାଇଁ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ …

Leave a Reply

Your email address will not be published. Required fields are marked *