କେନ୍ଦ୍ରାପଡ଼ା,୨୧/୧/୨୦୨୨ (ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ତହସିଲ ଅଫିସର ଅତିରିକ୍ତ ତାସିଲଦାର ପ୍ରମୋଦ କୁମାର ମହାନ୍ତିଙ୍କର ଦେହାନ୍ତ ଘଟିଛି । ଶ୍ରୀଯୁକ୍ତ ମହାନ୍ତି ହୃଦରୋଗ ରେ ପିଡ଼ୀତ ଥିଲେ ।ତାଙ୍କର ଅକାଳ ବିୟୋଗରେ ଶୋକ ପ୍ରକାଶ ପାଇଛି । ଓଡ଼ିଶା ସମାଚାର
Check Also
ବାଲ୍ୟ ବିବାହ ରୋକିବା ପାଇଁ ଶପଥ ପାଠ
ବାଲେଶ୍ୱର, ୧୮/୦୫/୨୦୨୨( ଓଡ଼ିଶା ସମାଚାର )- ବାଲ୍ୟ ବିବାହ ରୋକିବା ପାଇଁ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ …