Wednesday , May 18 2022
Breaking News
Home / ରାଜନୀତି / ୨ୟ ଦଫାରେ ରଘୁନାଥପୁର ବ୍ଲକ୍ ବିଜେଡ଼ିର ପ୍ରାର୍ଥି ତାଲିକା ଘୋଷଣା

୨ୟ ଦଫାରେ ରଘୁନାଥପୁର ବ୍ଲକ୍ ବିଜେଡ଼ିର ପ୍ରାର୍ଥି ତାଲିକା ଘୋଷଣା

ରଘୁନାଥପୁର, ୨୦/୧/୨୦୨୨ (ଓଡ଼ିଶା ସମାଚାର)- ଆଜି ୨ୟ ଦଫାରେ ରଘୁନାଥପୁର ବ୍ଲକ୍ ବିଜେଡ଼ି ସଭାପତି ଦେବାଶିଷ ତ୍ରିପାଠୀ ତିର୍ତୋଲ ବିଧ।ୟକ ବିଜୟ ଶଙ୍କର ଦାସ ଙ୍କ ଅନୁମୋଦନ କ୍ରମେ ଦଳିୟ ପ୍ରାର୍ଥି ଙ୍କ ନାମ ଘୋଷଣା କରିଛନ୍ତି । ଏହି ତାଲିକାରେ ତରିକୁନ୍ଦ ପଂଚାୟତରୁ ସରପଂଚ ପ୍ରାର୍ଥି ଭାବେ ବନମାଳୀ ସାହୁ, ସମିତି ସଭ୍ୟ ସ୍ୱେଦେଶ ଦାସ, ଜୟଶୋଳ ପଂଚାୟତରୁ ସରପଂଚ ପ୍ରାର୍ଥି ଦେବତ୍ୟୁତି ସେଠୀ , ସମିତି ସଭ୍ୟ କିରଣ କୁମାର ବେହେରା , ପୁରୁଣାବସନ୍ତ ପଂଚାୟତ ସରପଂଚ ପ୍ରାର୍ଥି ତାପସ କୁମାର ମହାରଣା , ସମିତି ସଭ୍ୟ ରତିରଂଜନ ସାହୁ , ଧରାଧର ପଂଚାୟତରୁ ସରପଂଚ ପ୍ରାର୍ଥିନୀ ଶ୍ରୀମତି ନଳିନୀ ପ୍ରଭା ମୁଦୁଲୀ, ସମିତି ସଭ୍ୟ ଅଜୟ କୁମାର ଦାସ, ଅଢ଼େଇକୂଳ ପଂଚାୟତରେ ସମିତି ସଭ୍ୟ ପ୍ରାର୍ଥିନୀ ଶ୍ରୀମତୀ ମାମାଲି ନାୟକ, ଜଗନ୍ନାଥପୁର ପଂଚାୟତ ରୁ ସମିତି ସଭ୍ୟ ପ୍ରାର୍ଥିନୀ ଶ୍ରୀମତୀ ପ୍ରମିଳା ବେହେରା , ରଘୁନାଥପୁର ପଂଚାୟତରୁ ସମିତି ସଭ୍ୟ ପ୍ରାର୍ଥିନୀ ଶ୍ରୀମତୀ ମମତା ବିଶ୍ୱାଳ, ବରାଗୋଳ ପଂଚାୟତ ସମିତି ସଭ୍ୟ ପ୍ରାର୍ଥିନୀ ଶ୍ରମତୀ ପୂର୍ଣ୍ଣିମା ଭୋଇ , ରେଢ଼ୁଆ ପଂଚାୟତ ସରପଂଚ ପ୍ରାର୍ଥି କିଶୋର ଚନ୍ଦ୍ର ବେହେରା, ସମିତି ସଭ୍ୟ ପ୍ରଦୀପ୍ତ ମହାନ୍ତି , ରାଢ଼ଙ୍ଗ ପଂଚାୟତ ସମିତି ସଭ୍ୟପ୍ରାର୍ଥିନୀ ଶ୍ରମତୀ ପ୍ରନ୍ତା ରଶ୍ମୀ ପାଲ  । ସୂଚନା ଯୋଗ୍ୟ କି ବ୍ଲକ୍ ର ୧୯ ଗୋଟି ପଂଚାୟତରୁ ସମିତି ସଭ୍ୟା/ ସଭ୍ୟ ପ୍ରାର୍ଥି ପ୍ରକାଶ ପାଇଥିବାବେଳେ ୬ ଗୋଟି ପଂଚାୟତ ଅଢ଼େଇକୂଳ, ଜଗନ୍ନାଥପୁର, ରଘୁନାଥପୁର, ବରାଗୋଳ, ରାଢ଼ଙ୍ଗ ଓ ଛପଡ଼ା ପଂଚାୟତ ପାଇଁ ସରପଂଚ ପ୍ରାର୍ଥି ଘୋଷଣା କରାଯାଇନାହିଁ । ଓଡ଼ିଶା ସମାଚାର

About admin

Check Also

ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଜେପି ର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ

ଭୁବନେଶ୍ୱର , ୧୫/୦୫/୨୦୨୨( ଓଡ଼ିଶା ସମାଚାର )- ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଜେପି ୪୦ ଜଣିଆ ଷ୍ଟାର ପ୍ରଚାରକ …

Leave a Reply

Your email address will not be published. Required fields are marked *