Wednesday , May 18 2022
Breaking News
Home / ବିଶେଷ / ବିଜୟ ମହାପାତ୍ର କରୋନା ସଂକ୍ରମିତ

ବିଜୟ ମହାପାତ୍ର କରୋନା ସଂକ୍ରମିତ

ଭୁବନେଶ୍ୱର , ୨୦/୧/୨୦୨୨ (ଓଡ଼ିଶା ସମାଚାର)-ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କରୋନା ସଂକ୍ରମିତ ହୋଇଛନ୍ତି । ଶ୍ରୀ ମହାପାତ୍ର ନିଯେ ଫେସବୁକ ମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଶ୍ରୀ ମହାପାତ୍ର ୭ ଦିନ ପାଇଁ ହୋମ ଆଇସୋଲେସନ୍ ରେ ଥିବାରୁ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରିଥିବା ସେ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

 

About admin

Check Also

ଭାଗବତ ଟୁଙ୍ଗି ରେ ଭଗବତ ଆଲୋଚନା ଓ ଭଜନ ସନ୍ଧ୍ୟା

 ନିଶ୍ଚିନ୍ତକୋଇଲି, ୧୮/୦୫/୨୦୨୨(ଓଡିଶା ସମାଚାର/ ଅଭୟ ଜେନା)- ନିଶ୍ଚିନ୍ତକୋଇଲି ବ୍ଲକ କଳମିଶ୍ରି ପଞ୍ଚାୟତ ଦାମୋଦରପୁର ଠାରେ ସ୍ଥାପିତ ଭାଗବତ ଟୁଙ୍ଗି ପରିସରରେ …

Leave a Reply

Your email address will not be published. Required fields are marked *