ଭୁବନେଶ୍ୱର , ୨୦/୧/୨୦୨୨ (ଓଡ଼ିଶା ସମାଚାର)-ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କରୋନା ସଂକ୍ରମିତ ହୋଇଛନ୍ତି । ଶ୍ରୀ ମହାପାତ୍ର ନିଯେ ଫେସବୁକ ମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଶ୍ରୀ ମହାପାତ୍ର ୭ ଦିନ ପାଇଁ ହୋମ ଆଇସୋଲେସନ୍ ରେ ଥିବାରୁ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରିଥିବା ସେ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର