ନିଶ୍ଚିନ୍ତକୋଇଲି, ୨୦/୦୧/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- ୨୫ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେପି ପ୍ରାର୍ଥୀ ଭାବେ କେନ୍ଦୁ ପାଟଣା ପଞ୍ଚାୟତ ପ୍ରାକ୍ତନ ସରପଞ୍ଚ ବିବେକାନନ୍ଦ ବେହେରା ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସେ କଟକ ଉପଜିଲ୍ଲାପାଳ ଙ୍କ କାର୍ୟ୍ୟାଳୟ ରେ ପ୍ରାର୍ଥୀ ପତ୍ର ଦାଖଲ ସମୟରେ ବିଜେପି ନେତା ଦିଲ୍ଲୀପ ମଲ୍ଲିକ, ନେମାଳ ମଣ୍ଡଳ ସଭାପତି ରଞ୍ଜନ ନନ୍ଦ ଙ୍କ ସମେତ ସମର୍ଥକ ଓ କର୍ମୀ ମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର
