Monday , February 6 2023
Breaking News
Home / ସ୍ୱାସ୍ଥ୍ୟ / କେନ୍ଦ୍ରାପଡା ଜିଲ୍ଲାରେ ଆଜି ୧୧୯ଜଣ କରୋନା ପଜିଟିଭ

କେନ୍ଦ୍ରାପଡା ଜିଲ୍ଲାରେ ଆଜି ୧୧୯ଜଣ କରୋନା ପଜିଟିଭ

 

କେନ୍ଦ୍ରାପଡା, ୧୯/୧/୨୦୨୨ (ଓଡ଼ିଶା ସମାଚାର)-  କେନ୍ଦ୍ରାପଡା ଜିଲ୍ଲାରେ ବୁଧବାର ୧୧୯ଜଣ କରୋନା ପଜିଟିଭ ବାହାରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେଥିମଧ୍ୟରୁ ଆଳି  ବ୍ଲକରେ ୮ଜଣ, ଡେରାବିଶ ବ୍ଲକରେ ୧୫ଜଣ, ଗରଦପୁର ବ୍ଲକରେ ୨ଜଣ,   କେନ୍ଦ୍ରାପଡା ବ୍ଲକରେ ୪୨ଜଣ, ମହାକାଳପଡା ବ୍ଲକରେ ୮ଜଣ, ମାର୍ଶାଘାଇ ବ୍ଲକରେ ୪ଜଣ, ପଟ୍ଟାମୁଣ୍ଡାଇ ବ୍ଲକରେ ୧୨ଜଣ, ରାଜକନିକା ବ୍ଲକରେ ୧୭ଜଣ, ରାଜନଗର ବ୍ଲକରେ ୮ଜଣ  ଓ କେନ୍ଦ୍ରାପଡା ପୈାରାଚଳରେ ୩ଜଣ କରୋନା ପଜିଟିଭ କେଶ ବାହାରିଥିବା ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର

 

Leave a Reply

Your email address will not be published.