ରଘୁନାଥପୁର, ୧୭/୧/୨୦୨୨ (ଓଡ଼ିଶା ସମାଚାର)-ନିର୍ବାଚନ କମିଶନରଙ୍କ ନିର୍ଦ୍ଧେଶରେ ରଘୁନାଥପୁର ବ୍ଲକର ବିଭିନ୍ନ ବଜାର ଓ ଛକ ମାନଙ୍କରେ ରାଜନୈତିକ ବ୍ୟକ୍ତିମାନେ ଲଗାଇଥିବା ହୋଡିଂକୁ ଆଜି ରଘୁନାଥପୁର ତହସିଲଦାର ରୂପାଲିକା ଦାଶ, ଥାନା ଅଧିକାରି ପ୍ରଦୁମ୍ନ କିଶୋରେ ବେହେରା, ଥାନା ଉପନିରୀକ୍ଷକ ଗୟସ ମହମ୍ମଦ ପ୍ରମୁଖ ରଘୁନାଥପୁର ବଡବଜାର, ଜଗନ୍ନାଥପୁର ବଜାର, ନାରାୟଣ ଛକ, ନୂଆବଜାର, ହାଟବଜାର, ଗୋପାଳପୁର ବଜାର, ତାରପୁର ବଜାର, ରେଢୁଆ, ବିଜୁ ପଟ୍ଟନାୟକ ଛକ, ବ୍ଲକ ଛକ, ଅଟୋ ଷ୍ଟାଣ୍ଡ ଆଦି ସ୍ଥାନରେ ଲଗାଯାଇଥିବା ବଡ ବଡ ହୋଡିଂକୁ ହଟାଇ ଦେଇଛନ୍ତି । ଓଡ଼ିଶା ସମାଚାର
