Wednesday , May 18 2022
Breaking News
Home / ନିର୍ବାଚନ / ରଘୁନାଥପୁର ବ୍ଲକ ଅଂଚଳରୁ ସମସ୍ତ ହୋଡିଂଙ୍କୁ ହଟାଇଲା ପ୍ରଶାସନ  

ରଘୁନାଥପୁର ବ୍ଲକ ଅଂଚଳରୁ ସମସ୍ତ ହୋଡିଂଙ୍କୁ ହଟାଇଲା ପ୍ରଶାସନ  

ରଘୁନାଥପୁର, ୧୭/୧/୨୦୨୨ (ଓଡ଼ିଶା ସମାଚାର)-ନିର୍ବାଚନ କମିଶନରଙ୍କ ନିର୍ଦ୍ଧେଶରେ ରଘୁନାଥପୁର ବ୍ଲକର ବିଭିନ୍ନ ବଜାର ଓ ଛକ ମାନଙ୍କରେ ରାଜନୈତିକ ବ୍ୟକ୍ତିମାନେ ଲଗାଇଥିବା ହୋଡିଂକୁ ଆଜି ରଘୁନାଥପୁର ତହସିଲଦାର ରୂପାଲିକା ଦାଶ, ଥାନା ଅଧିକାରି ପ୍ରଦୁମ୍ନ କିଶୋରେ ବେହେରା, ଥାନା ଉପନିରୀକ୍ଷକ ଗୟସ ମହମ୍ମଦ ପ୍ରମୁଖ ରଘୁନାଥପୁର ବଡବଜାର, ଜଗନ୍ନାଥପୁର ବଜାର, ନାରାୟଣ ଛକ, ନୂଆବଜାର, ହାଟବଜାର, ଗୋପାଳପୁର ବଜାର, ତାରପୁର ବଜାର, ରେଢୁଆ, ବିଜୁ ପଟ୍ଟନାୟକ ଛକ, ବ୍ଲକ ଛକ, ଅଟୋ ଷ୍ଟାଣ୍ଡ ଆଦି ସ୍ଥାନରେ ଲଗାଯାଇଥିବା ବଡ ବଡ ହୋଡିଂକୁ ହଟାଇ ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ବାଲ୍ୟ ବିବାହ ରୋକିବା ପାଇଁ ଶପଥ ପାଠ

ବାଲେଶ୍ୱର, ୧୮/୦୫/୨୦୨୨( ଓଡ଼ିଶା ସମାଚାର )- ବାଲ୍ୟ ବିବାହ ରୋକିବା ପାଇଁ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ …

Leave a Reply

Your email address will not be published. Required fields are marked *