Thursday , January 20 2022
Breaking News
Home / ବିଶେଷ / ଭାରତୀୟ ଭାଷା ଆନ୍ଦୋଳନ (ପଶ୍ଚିମବଙ୍ଗ)ରେ ସାଙ୍ଗଠନିକ ବିଚାର ବୈଠକ ଏବଂ ବିବେକାନନ୍ଦ ଜୟନ୍ତୀ ଅନୁଷ୍ଠିତ

ଭାରତୀୟ ଭାଷା ଆନ୍ଦୋଳନ (ପଶ୍ଚିମବଙ୍ଗ)ରେ ସାଙ୍ଗଠନିକ ବିଚାର ବୈଠକ ଏବଂ ବିବେକାନନ୍ଦ ଜୟନ୍ତୀ ଅନୁଷ୍ଠିତ

ଭୁବନେଶ୍ୱର,୧୫/୧/୨୦୨୨ (ଓଡ଼ିଶା ସମାଚାର)- ଭାରତୀୟ ଭାଷା ଆନ୍ଦୋଳନ (ପଶ୍ଚିମବଙ୍ଗ)ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଶଙ୍କର ସିହ୍ନା ଏବଂ ଅନ୍ୟାନ୍ୟ ଆଇନଜୀବୀଙ୍କ ନେତୃତ୍ୱରେ ବିବେକାନନ୍ଦ ଜୟନ୍ତୀ ଏବଂ ସାଙ୍ଗଠନିକ ବିସ୍ତାର ସମ୍ପର୍କିତ ବୈଠକ ଆୟୋଜିତ ହୋଇଯାଇଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅରୁଣ ଭରଦ୍ୱାଜ ଓ ରାଷ୍ଟ୍ରୀୟ ମହାମନ୍ତ୍ରୀ ପ୍ରଶାନ୍ତ ବର୍ମାଙ୍କ ସଂଗଠନର ନୂତନ ଓ ପୁରାତନ ନେତୃବର୍ଗଙ୍କ ଯଥା-ସର୍ବୋଚ୍ଚ ନ୍ୟାୟାଳୟର ଶ୍ରୀମାନ୍ ଶ୍ରାବଣୀ ଚକ୍ରବର୍ତୀ, ପୂର୍ବ ମିଦିନାପୁର ବିଧାୟକଙ୍କ ପୁତ୍ର ଶ୍ରୀ ସଞ୍ଜୀବ କୁମାର ନାୟକ, ଉତର-୧୪ ପ୍ରଗଣାର ପ୍ରଫେସର ପ୍ରବୀର ବାଗ, ଶ୍ରୀମାନ ଦେବନାଥ ପାର୍ଥ, ଉତର ୧୪ ପ୍ରଗଣା (ଶ୍ରୀମାନ୍ ପାର୍ଥ ସରକାର), କଲିକତା ଉଚ୍ଚନ୍ୟାୟାଳୟ (ଶ୍ରୀମାନ୍ ଦେବନାଥ ପାର୍ଥ), ଉତର ୧୪ ପ୍ରଗଣା (ଶ୍ରୀମାନ୍ ପାର୍ଥା ସରକାର), କଲିକତା ଉଚ୍ଚ ନ୍ୟାୟାଳୟ ଶ୍ରୀମାନ୍ ରଘୁନାଥ ମଣ୍ଡଳ, (ମେଦିନୀପୁର) ଆଦି ଉପସ୍ଥିତ ରହି ଆଗାମୀ ଦିନରେ ଭାରତୀୟ ଭାଷା ଆନ୍ଦୋଳନର କାର୍ଯ୍ୟାବଳୀ ବୃଦ୍ଧି ଓ ସମୟ ସମୟରେ ଜିଲ୍ଲାର ସ୍ତରରେ ସାଙ୍ଗଠନିକ ବୈଠକ ଆୟୋଜନ କରାଯିବ ବୋଲି ମତବ୍ୟକ୍ତ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଗରଦପୁର ଜିଲା ପରିଷଦ ୧୧ନମ୍ବର ରୁ ମଂଜୁବାଳା ଜେନା ଓ ୯ ନମ୍ବର ରୁ ଏଲିନା ସ୍ୱାଇଁ ବିଜେଡ଼ି ପ୍ରାର୍ଥି ଭାବେ ନାମାଙ୍କନ ଦାଖଲ କଲେ

ଗରଦପୁର, ୨୦/୧/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ର ନାମାଙ୍କନ ମାହୋଲ ଆରମ୍ଭ ହୋଇ ଯାଇଛି । ଶତାଧିକ …

Leave a Reply

Your email address will not be published. Required fields are marked *