Thursday , January 20 2022
Breaking News
Home / ବିଶେଷ / ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ କୈଳାଶଚନ୍ଦ୍ର ଦାସଙ୍କର ପ୍ରତିମୂର୍ତି ଉନ୍ମୋଚନ

ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ କୈଳାଶଚନ୍ଦ୍ର ଦାସଙ୍କର ପ୍ରତିମୂର୍ତି ଉନ୍ମୋଚନ

ରଘୁନାଥପୁର, ୧୪/୧/୨୦୨୨ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ଦାସଙ୍କର ପ୍ରତିମୂର୍ତି ଆଜି ଉନ୍ମୋଚନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଡ. ସୁଧାକର ଦାସ, ଶିକ୍ଷକନେତା ଅକ୍ଷୟ ଦାସ, ବନମାଳି ମହାରଣା, ଗୋଲେଖ ବିହାରୀ ପଲେଇ, ନିମାଇଁ ଚରଣ ଚୌଧୁରୀ, କ୍ଷୀରୋଦ ଦାସ, ସୁକଦେବ ଦାସ, ଜୟପ୍ରକାଶ ପଣ୍ଡା, ହୃଷିକେଷ ଯୋଗାଣିଆ ଇତ୍ୟାଦି ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ କୈଳାଶ ସାରଙ୍କର ସ୍ମୃତିଚାରଣ କରିଥିଲେ । ଏଥିରେ ଦୁର୍ଗା ଦାସ, ଗଗନ ଦାସ, ଚନ୍ଦ୍ର ମହଲ ଦାସ, ଉଦୟ ଭାନୁ ଦାସ, ବିଭୂତିଭୂଷଣ ଦାସ ପ୍ରମୁଖ ଯୋଗଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ଚାରି ଦିନରେ ମୋଟ ୪୦୮ ନାମାଙ୍କନ ପତ୍ର ଦାଖଲ 

ଗରଦପୁର, ୨୦/୧/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ରେ ପ୍ରାର୍ଥିପତ୍ର ଦାଖଲ ର ୪ର୍ଥ ଦିନରେ ଗରଦପୁର ବ୍ଲକ୍ …

Leave a Reply

Your email address will not be published. Required fields are marked *