Thursday , August 11 2022
Breaking News
Home / କୃଷି / ଜଗନ୍ନାଥପୁର ଧାନମଣ୍ଡି ଉଦଘାଟିତ

ଜଗନ୍ନାଥପୁର ଧାନମଣ୍ଡି ଉଦଘାଟିତ

ରଘୁନାଥପୁର, ୧୪/୧/୨୦୨୨ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ ଅଧିନସ୍ଥ ଜଗନ୍ନାଥପୁର ସେବା ସମବାୟ ସମିତି ଦ୍ୱାରା ଧାନମଣ୍ଡି ଆଜି ଉଦଘାଟିତ ହୋଇଯାଇଛି । ଏହି ଧାନମଣ୍ଡିକୁ ଅଗ୍ରଣୀ ଚାଷୀ ମଦନମୋହନ ଜେନା ଉଦଘାଟନ କରିଥିଲେ । ଜଗନ୍ନାଥପୁର ସେବା ସମବାୟ ସମିତି ସମ୍ପାଦକ କପିଳେନ୍ଦ୍ର ପରିଡା, ବସନ୍ତ ଯେଠୀ, ପ୍ରବିତ୍ର କୁମାର ନାୟକ, ଅରୁଣ କୁମାର ସ୍ୱାଇଁ, ଅଜୟ କୁମାର ରାଉତରାୟ, କୁଳମଣି ଦାସ, ସଂଜୀବ କୁମାର ଦାସ, ଅରୁଣ କୁମାର ସ୍ୱାଇଁ, ହେମନ୍ତ କୁମାର ସ୍ୱାଇଁ, ଦିପ୍ତୀ ରଂଜନ ସ୍ୱାଇଁ, ଉମାକାନ୍ତ ସାହୁ ପ୍ରମୁଖ ଏହି ଧାନମଣ୍ଡି ଉଦଘାଟନ କାର୍ଯ୍ୟରେ ଯୋଗଦେଇଥିଲେ । ଲକ୍ଷ୍ମୀ ଆଗ୍ରୋ ପ୍ରଡକ୍ସ  ରାଧାନଗର ଚାଷୀମାନଙ୍କ ଠାରୁ ଧାନ କ୍ରୟ କରିବେ । ଓଡ଼ିଶା ସମାଚାର

About admin

Check Also

ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ କେନ୍ଦ୍ରାପଡାରେ ପ୍ରତିବାଦ ଓ ଚକାଜାମ ଆନ୍ଦୋଳନ

କେନ୍ଦ୍ରାପଡ଼ା, ୩୧/୭/୨୦୨୨(ଓଡ଼ିଶା ସମାଚାର)- ସଂଯୁକ୍ତ କିଷାନ ମୋର୍ଚ୍ଚା ନେତୃତ୍ୱରେ ହୋଇଥିବା ଐତିହାସିକ ଆନ୍ଦୋଳନକାରୀ କୃଷକମାନଙ୍କୁ ଦେଇଥିବା ପ୍ରତିଶୃତିକୁ ମୋଦି ସରକାର …

Leave a Reply

Your email address will not be published.