Tuesday , August 9 2022
Breaking News
Home / ବିଶେଷ / ସିନେ ନିର୍ଦ୍ଧେଶକଙ୍କ ବିୟୋଗରେ ଶୋକ

ସିନେ ନିର୍ଦ୍ଧେଶକଙ୍କ ବିୟୋଗରେ ଶୋକ

କେନ୍ଦ୍ରାପଡ଼ା, ୧୦/୧/୨୦୨୨ (ଓଡ଼ିଶା ସମାଚାର)- ଏକ ଦୈନିକ ଖବରକାଗଜର କେନ୍ଦ୍ରାପଡା ପ୍ରତିନିଧି ଭାବେ କାର୍ଯ୍ୟରତ ସାମ୍ବାଦିକ ପ୍ରଦୁ୍ୟମ୍ନ କୁମାର ରାଉତଙ୍କ ଜ୍ୟେଷ୍ଠଭ୍ରାତା ତଥା ସିନେ ନିର୍ଦ୍ଧେଶକ ସୁଶାନ୍ତ ରାଉତଙ୍କର ୫୧ବର୍ଷ ବୟସରେ ଶନିବାର ଅପରାହ୍ନରେ ବିୟୋଗ ହୋଇଯାଇଛି । ସ୍ୱର୍ଗତ ରାଉତ କିଛିଦିନ ହେବ କିଡନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଥିଲେ । ସେ କେତେକ ଓଡିଆ ଚଳଚିତ୍ର ଏବଂ ଧାରାବାହିକରେ ଅଭିନୟ କରିବା ସହ ବହୁ ଚଳଚିତ୍ରରେ ନିର୍ଦ୍ଧେଶନା ଦେଇଥିଲେ । ଓଡ଼ିଶା ସମାଚାର

 

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.