କେନ୍ଦ୍ରାପଡ଼ା, ୧୦/୧/୨୦୨୨ (ଓଡ଼ିଶା ସମାଚାର)- ଏକ ଦୈନିକ ଖବରକାଗଜର କେନ୍ଦ୍ରାପଡା ପ୍ରତିନିଧି ଭାବେ କାର୍ଯ୍ୟରତ ସାମ୍ବାଦିକ ପ୍ରଦୁ୍ୟମ୍ନ କୁମାର ରାଉତଙ୍କ ଜ୍ୟେଷ୍ଠଭ୍ରାତା ତଥା ସିନେ ନିର୍ଦ୍ଧେଶକ ସୁଶାନ୍ତ ରାଉତଙ୍କର ୫୧ବର୍ଷ ବୟସରେ ଶନିବାର ଅପରାହ୍ନରେ ବିୟୋଗ ହୋଇଯାଇଛି । ସ୍ୱର୍ଗତ ରାଉତ କିଛିଦିନ ହେବ କିଡନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଥିଲେ । ସେ କେତେକ ଓଡିଆ ଚଳଚିତ୍ର ଏବଂ ଧାରାବାହିକରେ ଅଭିନୟ କରିବା ସହ ବହୁ ଚଳଚିତ୍ରରେ ନିର୍ଦ୍ଧେଶନା ଦେଇଥିଲେ । ଓଡ଼ିଶା ସମାଚାର