Thursday , January 20 2022
Breaking News
Home / ତାଜା ଖବର / ଚିତ୍ରୋତ୍ପଳା ନଦୀବନ୍ଧ ରେ ରାହାଜାନୀ

ଚିତ୍ରୋତ୍ପଳା ନଦୀବନ୍ଧ ରେ ରାହାଜାନୀ

ବିଲହାଟ, ୭/୧/୨୦୨୨ (ଓଡ଼ିଶା ସମାଚାର)- ଚିତ୍ରୋତ୍ପଳା ନଦୀବନ୍ଧ ର ଦକ୍ଷିଣ ପାଶ୍ୱର୍ ଚମ୍ପା ଗ୍ରାମ ର ଜାଗୁଳାଇ ନିକଟରେ ରାହାଜାନୀ ହୋଇଛି । ନରେନ୍ଦ୍ର ପୁର ରୁ ମୋବାଇଲ ଦୋକାନ ବନ୍ଦ କରି ଦୁଲୁପୁର ର ନିହାର ମହାପାତ୍ର ଘରକୁ ଫେରୁଥିବା ବେଳେ ତାଙ୍କୁ ଆକ୍ରମଣ କରି ଲହୁଲୁହାଣ କରି ଟଙ୍କା ବ୍ୟାଗ, ବ୍ୟାଗ ରେ ଥିବା କେତୋଟି ଦାମିକା ମୋବାଇଲ ଫୋନ, ୨ ଟା ସୁନା ମୁଦି ଓ ବ୍ୟାଗ ରେ ଥିବା ୬୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ । ଓଡ଼ିଶା ସମାଚାର

About admin

Check Also

କଟକର ଏକ ବେଆଇନ୍ ଲିଙ୍ଗ ନିରୂପଣ ଲ୍ୟାବ ଉପରେ କମିଶନରେଟ ପୋଲିସର ଚଢାଉ

କଟକ ସଦର , ୧୭/୦୧/୨୦୨୨(ଓଡିଶା ସମାଚାର /ଵିଷ୍ଣୁ ବେହେରା):କଟକ ମଙ୍ଗଳାବାଗ ଅଞ୍ଚଳର ଏକ ଟେଷ୍ଟିଙ୍ଗ୍ ଲ୍ୟାଵରେ ଦୀର୍ଘ ଦିନ ହେବ …

Leave a Reply

Your email address will not be published. Required fields are marked *