Thursday , June 30 2022
Breaking News
Home / ସ୍ୱାସ୍ଥ୍ୟ / ଅନିର୍ଦ୍ଧିଷ୍ଟ କାଳପାଇଁ ଭିସଟ୍ ବନ୍ଦ

ଅନିର୍ଦ୍ଧିଷ୍ଟ କାଳପାଇଁ ଭିସଟ୍ ବନ୍ଦ

ସମ୍ବଲପୁର, ୭/୧/୨୦୨୨ (ଓଡ଼ିଶା ସମାଚାର)- ୧୮ ଜଣ ଛାତ୍ର ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ପରେ ଭିସୁଟ କୁ ଅନିର୍ଦ୍ଧିଷ୍ଟ କାଳପାଇଁ ବନ୍ଦ କରିଦିଆଯାଇଛି । ଜିଲା ପ୍ରଶାସନଙ୍କ ସହିତ ଆଲୋଚନା ପରେ ଏଭଳି ନିଷ୍ପତି ଗ୍ରହଣ କରାଯାଇଛି । ଆସନ୍ତା କାଲି ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ଛାତ୍ର ଛାତ୍ରୀଙ୍କୁ ନିର୍ଦ୍ଧେଶ ଦିଆଯାଇଛି । ଯେଉଁ ଛାତ୍ର ଛାତ୍ରୀମାନେ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି, ସେମାନେ ସୁସ୍ଥ ହେଲା ପରେ ନିଜ ନିଜ ଘରକୁ ଯିବେ । ଆଯନ୍ତା ୧୦ ତାରିଖ ଠାରୁ ଅନଲାଇନ୍ ରେ ପାଠ ପଢ଼ାଯିବ ବୋଲି ଜଣାପଡ଼ିଛି । ଓଡ଼ିଶା ସମାଚାର

About admin

Check Also

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ୩ ଅଙ୍କ ଛୁଇଁଲା , ୧୫ଜଣ ଶିଶୁ ଙ୍କ ସମେତ ୧୧୩ ଜଣ କରୋନା ସଂକ୍ରମିତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ସ୍ଥିର

ଭୁବନେଶ୍ୱର ୨୮/୬/୨୦୨୨(ଓଡ଼ିଶା ସମାଚାର)- ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ୩ ଅଙ୍କ ଛୁଇଁଲା। ଗତ ୨୪ ଘଣ୍ଟା ମଧ୍ୟରେ …

Leave a Reply

Your email address will not be published. Required fields are marked *