Tuesday , August 9 2022
Breaking News
Home / ବିଶେଷ / ବାଲୁଙ୍କେଶ୍ୱର ବିଦ୍ୟାପୀଠ ଦେଉଳି ୨୦୦୦ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ

ବାଲୁଙ୍କେଶ୍ୱର ବିଦ୍ୟାପୀଠ ଦେଉଳି ୨୦୦୦ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ

କଟକ,୬/୧/୨୦୨୨ (ଓଡ଼ିଶା ସମାଚାର)-  କଟକ ସଦର ବ୍ଲକ ୪୨ ମୌଜା ସ୍ଥିତ ବାଲୁଙ୍କେଶ୍ୱର ବିଦ୍ୟାପୀଠ ଦେଉଳି ୨୦୦୦ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରମୋଦ ପତି,ସାଗର ପରିଡ଼ା,ଅଜିତ୍ ପରିଡ଼ା, ଜିତୁନା ପତି,କିଶୋର ବେହେରା, ସୁବାସ ମାଝି,ନାରଣ ପତି,ଜାବିଡ ଅଜିମ,ଏମଡି ବୁରାନ୍,କୁନିଆ ଭୋଇ,ସୁବାସ ସେଠୀ ପ୍ରମୁଖ ସହପାଠୀ ଉପସ୍ଥିତି ଥିଲେ । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.