Saturday , August 13 2022
Breaking News
Home / ବିଶେଷ / କ୍ୟାବିନେଟ ବୈଠକ ଆଜି

କ୍ୟାବିନେଟ ବୈଠକ ଆଜି

ଭୁବନେଶ୍ୱର , ୫/୧/୨୦୨୨ (ଓଡ଼ିଶା ସମାଚାର)- କ୍ୟାବିନେଟ ର ଏକ ବୈଠକ ଆଜି ଦିନ ୧୧ ଟା ୪୫ ରେ ଭର୍ଚୁଆଲ ମୋଡ଼ ରେ ବସିବ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ୨୦୨୨ ର ଏହି ୧ମ ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି । ଗତ ୨୦୨୧ ଡ଼ିସେମ୍ବର ୨୦, ୨୩ ଓ ୩୧ ରେ କ୍ୟାବିନେଟ ବୈଠକ ବସିଥିଲା ।ତେଣୁ ଏତେ କମ ବ୍ୟବଧାନରେ ପୁଣି କ୍ୟାବିନେଟ ବୈଠକ ବସୁଥିବାରୁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.