Saturday , December 10 2022
Home / ବ୍ୟବସାୟ ବାଣିଜ୍ୟ / ନବରଙ୍ଗପୁର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାର ଦୁଇ ଜଣ କର୍ମଚାରୀ କୋଭିଡ୍ ସଂକ୍ରମିତ, ୪୮ ଘଂଟା ପାଇଁ ବ୍ୟାଙ୍କ ବନ୍ଦ

ନବରଙ୍ଗପୁର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାର ଦୁଇ ଜଣ କର୍ମଚାରୀ କୋଭିଡ୍ ସଂକ୍ରମିତ, ୪୮ ଘଂଟା ପାଇଁ ବ୍ୟାଙ୍କ ବନ୍ଦ

ନବରଙ୍ଗପୁର , ୩/୧/୨୦୨୨ (ଓଡ଼ିଶା ସମାଚାର)- ନବରଙ୍ଗପୁର ଏସବିଆଇ ମୁଖ୍ୟ ଶାଖାର ଦୁଇ ଜଣ କର୍ମଚାରୀ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ୪୮ଘଣ୍ଟା ପାଇଁ ଅର୍ଥାତ୍ ସୋମବାର ଓ ମଙ୍ଗଳବାର ଗ୍ରାହକ ସେବା ସମ୍ପୂର୍ଣ୍ଣ ବନ୍ଦ ରହିବ । ସୋମବାର ଜିଲ୍ଲାରେ ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.