Friday , August 19 2022
Breaking News
Home / ବିଶେଷ / ସେବାକାର୍ଯ୍ୟ ମାଧ୍ୟମରେ ଜନ୍ମଦିନ ପାଳିଲେ ଶିଶୁ ପ୍ରତିଭା ଶାଶ୍ଵତ ଦାସ

ସେବାକାର୍ଯ୍ୟ ମାଧ୍ୟମରେ ଜନ୍ମଦିନ ପାଳିଲେ ଶିଶୁ ପ୍ରତିଭା ଶାଶ୍ଵତ ଦାସ

କଟକ,୩୧/୧୨/୨୦୨୧ (ଓଡ଼ିଶା ସମାଚାର)- ରାଜ୍ୟର ଅଗ୍ରଣୀ ସାମାଜିକ ସଂଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟ (ବିସିଟି)ର ଅଧ୍ୟକ୍ଷ ବିଶିଷ୍ଟ ସମାଜସେବୀ ଇଂ. ବିମଳ ଚନ୍ଦ୍ର ଦାସଙ୍କ ଜେଷ୍ଟପୁତ୍ର ଶାଶ୍ଵତ ଦାସଙ୍କ ୧୩ତମ  ଜନ୍ମ ବାର୍ଷିକ ନିଆରା ଢଙ୍ଗରେ ବିଭିନ୍ନ ସେବାକାର୍ଯ୍ୟ ସହ ପାଳିତ ହୋଇଯାଇଛି । ଏହି ଶୁଭ ଦିନରେ ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦ ପରିବାର ସହ ବହୁ ସଂଗଠନ,ସ୍ୱଜନ ପରିବାର, ବିଭିନ୍ନ ଅତିଥି ବର୍ଗ ଉପସ୍ଥିତ ରହି କୁମାର ଶାଶ୍ଵତଙ୍କୁ ଅଶ୍ରିବାଦ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଭାରତ ମାତା ସେବା ଅନୁଷ୍ଠାନ ତରଫରୁ ୩୭୫ ଫୁଟ ର ବିଶାଳ ତ୍ରିରଙ୍ଗା ଯାତ୍ରା

ଭୁବନ ୧୮/୦୮/୨୦୨୨(ଓଡ଼ିଶା ସମାଚାର)- ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତ ମାତା ସେବା ଅନୁଷ୍ଠାନ ଆନୁକୂଲ୍ୟରେ  ୩୭୫ ଫୁଟ …

Leave a Reply

Your email address will not be published.