କଟକ,୩୧/୧୨/୨୦୨୧ (ଓଡ଼ିଶା ସମାଚାର)- ରାଜ୍ୟର ଅଗ୍ରଣୀ ସାମାଜିକ ସଂଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟ (ବିସିଟି)ର ଅଧ୍ୟକ୍ଷ ବିଶିଷ୍ଟ ସମାଜସେବୀ ଇଂ. ବିମଳ ଚନ୍ଦ୍ର ଦାସଙ୍କ ଜେଷ୍ଟପୁତ୍ର ଶାଶ୍ଵତ ଦାସଙ୍କ ୧୩ତମ ଜନ୍ମ ବାର୍ଷିକ ନିଆରା ଢଙ୍ଗରେ ବିଭିନ୍ନ ସେବାକାର୍ଯ୍ୟ ସହ ପାଳିତ ହୋଇଯାଇଛି । ଏହି ଶୁଭ ଦିନରେ ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦ ପରିବାର ସହ ବହୁ ସଂଗଠନ,ସ୍ୱଜନ ପରିବାର, ବିଭିନ୍ନ ଅତିଥି ବର୍ଗ ଉପସ୍ଥିତ ରହି କୁମାର ଶାଶ୍ଵତଙ୍କୁ ଅଶ୍ରିବାଦ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର
