Tuesday , August 9 2022
Breaking News
Home / ବିଶେଷ / ଏସ୍ଟିଏଫ୍ (ନାର୍କୋଟିକ୍ସ) ର ଅଧ୍ୟକ୍ଷ ହେଲେ ପୂର୍ବତନ ପୋଲିସ ଡିଜି ଅଭୟ

ଏସ୍ଟିଏଫ୍ (ନାର୍କୋଟିକ୍ସ) ର ଅଧ୍ୟକ୍ଷ ହେଲେ ପୂର୍ବତନ ପୋଲିସ ଡିଜି ଅଭୟ

ଭୁବନେଶ୍ୱର , ୩୧/୧୨/୨୦୨୧ (ଓଡ଼ିଶା ସମାଚାର)- ରାଜ୍ୟର ନୂଆ ପୋଲିସ ଡିଜି   ସୁନୀଲ ବଂସଲ ଆଜି  ପୂର୍ବତନ ପୋଲିସ ଡିଜି ଅଭୟଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି ।   ପରେ ପରେ ପୂର୍ବତନ ଡିଜି ଅଭୟଙ୍କୁ ରାଜ୍ୟ ସରକାର ଏସ୍ଟିଏଫ୍ (ନାର୍କୋଟିକ୍ସ) ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ଅଭୟଙ୍କୁ ଏହି ନୂଆ ଦାୟିତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କୁ ମୁଖ୍ୟ ଶାସନ ସଚିବ ପାହ୍ୟା ମଧ୍ୟ ମିଳିବ । ଓଡ଼ିଶା ସମାଚାର

 

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.