Tuesday , August 16 2022
Breaking News
Home / ବିଶେଷ / ଭୁବନ ହାଇସ୍କୁଲ ୧୯୮୫ ମାଟ୍ରିକ ବ୍ୟାଚର ବନ୍ଧୁମିଳନ

ଭୁବନ ହାଇସ୍କୁଲ ୧୯୮୫ ମାଟ୍ରିକ ବ୍ୟାଚର ବନ୍ଧୁମିଳନ

ଭୁବନ,୩୦/୧୨/୨୦୨୧ (ଓଡ଼ିଶା ସମାଚାର)- ଭୁବନ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ୧୯୮୫ ମାଟ୍ରିକ ବ୍ୟାଚର ସପରିବାର ବନ୍ଧୁମିଳନ ନୀଳକଣ୍ଠପୁର ଉଦ୍ୟାନ ବିଭାଗ ଫାର୍ମ ପରିସରରେ ଅନୁଷ୍ଠିତ ହୋଇଯାଇଛି ।  କୈଳାସ ଚନ୍ଦ୍ର ବେହେରା ଙ୍କ ଆବାହକତ୍ୱରେ ୨୬ ଜଣ ବ୍ୟାଚମେଟ ସପରିବାର ଯୋଗଦେଇ ପରସ୍ପର ମଧ୍ୟରେ ଭାବ ବିନିମୟ କରିଥିଲେ । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ  ପ୍ରବାଳକାନ୍ତି  ସାହୁ , ପ୍ରଭାସ କୁମାର ମେହେଣା , ସୁବ୍ରତ କୁମାର ସାହୁ , ନିତ୍ୟାନନ୍ଦ ସାହୁ , ବସନ୍ତ କୁମାର ବାରିକ , ଆଶୁତୋଷ ମିଶ୍ର , କୃପାସିନ୍ଧୁ ବିହାରୀ , ରଜତ  କୁମାର ମିଶ୍ର , ସୁଶୀଲ ଅଗ୍ରୱାଲ , ଭାଗିରଥି ନାୟକ ପ୍ରମୁଖ  ଯୋଗଦେଇଥିଲେ ।  ଶେଷରେ ସାମୁହିକ ଭୋଜନ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.