Tuesday , August 9 2022
Breaking News
Home / ବିଶେଷ / ନିଖିଳ ଓଡିଶା ଆଇନଜୀବୀ ସଂଘ ର ସୁବର୍ଣ୍ଣ ଜୟନ୍ତୀ

ନିଖିଳ ଓଡିଶା ଆଇନଜୀବୀ ସଂଘ ର ସୁବର୍ଣ୍ଣ ଜୟନ୍ତୀ

ସାଲେପୁର , ୨୯/୧୨ /୨୦୨୧(ଓଡିଶା ସମାଚାର /ଅଭୟ ଜେନା )-ନିଖିଳ ଓଡିଶା ଆଇନଜୀବୀ ସଂଘ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ କଟକ ଜିଲ୍ଲା ର ସାଲେପୁର ବ୍ଲକ ଅନ୍ତର୍ଗତ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଜନ୍ମ ପୀଠ ସତ୍ୟଭାମାପୁର ଠା ରେ ୨୯ଓ ୩୦ତାରିଖ ଦୁଇ ଦିନ ଧରି ପାଳନ ହେଉଛି । ଆଜି ଉଦ୍ଘାଟନୀ ଦିବସ ରେ ମୁଖ୍ୟ ଅତିଥି ଭାବେ ଓଡିଶା ହାଇକୋର୍ଟର ମାନ୍ୟବର ବିଚାର ପତି ବିଶ୍ୱନାଥ ରଥ, ଓଡିଶା ବାର କାଉନସିଲ ର ଅଧ୍ୟକ୍ଷ ମାନସ ରଂଜନ ମହାପାତ୍ର, ଅନ୍ୟତମ ଅତିଥି ଭାବେ ବିଧାୟକ ପ୍ରଶାନ୍ତ ବେହେରା ଯୋଗ ଦେଇଥିଲେ । ଏହି ସମାବେଶ ରେ ରାଜ୍ୟର ବିଭିନ୍ନ ସ୍ଥାନ ରୁ ବହୁ ଆଇନଜୀବି ଏହି ସମ୍ମିଳନୀ ରେ ଯୋଗ ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.