Tuesday , August 9 2022
Breaking News
Home / ରାଜନୀତି / କଟକ ସଦର ଵିଜେଡି ପକ୍ଷରୁ ପ୍ରତିଷ୍ଠା ଦିଵସ ଉପଲକ୍ଷେ ଵିଜୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ

କଟକ ସଦର ଵିଜେଡି ପକ୍ଷରୁ ପ୍ରତିଷ୍ଠା ଦିଵସ ଉପଲକ୍ଷେ ଵିଜୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ

କଟକ ସଦର, ୨୬/୧୨/୨୦୨୧ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):ଵିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ଅଵସରରେ କଟକ ସଦର ଵିଜେଡି ପକ୍ଷରୁ କନ୍ଦରପୁର ପଞ୍ଚାୟତର ଅଥଙ୍ଗା କାଠଯୋଡି ଵିଜୁ ସେତୂ ନିକଟରେ ଥିଵା ଵିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଓ କିଶନନଗର ପଞ୍ଚାୟତ ମହାନଦୀ ସେତୂ ନିକଟରେ ଥିଵା ଵିଜୁ ଵାଵୁଙ୍କ ପ୍ରତିମୂର୍ତ୍ତୀରେ ଆଜି ରବିବାର ପୂର୍ବାହ୍ନରେ ମାଲ୍ୟାର୍ପଣ କରାଯାଇଛି।ଏଥିରେ କିଶନନଗର ଠାରେ ୭ ନମ୍ଵର ଜିଲ୍ଲା ପରିଷଦ ସଭ୍ୟ ଵିଳାସ ମଲ୍ଲିକ,ଵ୍ଲକ ଛାତ୍ର ଵିଜେଡି ସଭାପତି ସତ୍ୟସିଧାନ୍ତ ଦାସ,ଜିଲା ଵିଜେଡି ସଂପାଦକ ଦୀପକ ମହାନ୍ତି, ପଞ୍ଚାୟତ ସଭାପତି ସୁରେଶ ବିଷୋୟୀ,ସମିତି ସଭ୍ୟା ଇଲାଵତୀ ବିଷୋୟୀ,ଗଗନ ନନା ଓ କନ୍ଦରପୁର ଠାରେ ସଦର ଵ୍ଲକ ଉପାଧ୍ୟକ୍ଷ ବିଭୁତି ଭୁଷଣ ପରିଡା, ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ସମର ବେହେରା,କନ୍ଦରପୁର ସରପଞ୍ଚ ପ୍ରଫୁଲ୍ଲ କୁମାର ଭୋଇ,ଫକିରପଡା ସରପଞ୍ଚ ଯତିନ୍ ରାଉଳ, ହୃଦାନନ୍ଦ ଆଚାର୍ୟ୍ୟ ପ୍ରମୁଖ ଵହୁ ଵିଜୁ ଓ ଵିଜେଡି ପ୍ରେମୀମାନେ ସାମିଲ ହୋଇଥିଲେ। ଓଡ଼ିଶା ସମାଚାର

About admin

Check Also

ମୁଖ୍ୟମନ୍ତ୍ରୀ ଙ୍କୁ ସ୍ୱଗତ ଜଣାଇବା ପାଇଁ ବିଜୁ ଜନତା ଦଳର ପ୍ରସ୍ତୁତି ବୈଠକ

Leave a Reply

Your email address will not be published.