Tuesday , August 9 2022
Breaking News
Home / ସ୍ୱାସ୍ଥ୍ୟ / ଓଡ଼ିଶା ରେ ଓମିକ୍ରନ୍ ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ୁଛି, ଆଉ ୪ ଚିହ୍ନଟ, ମୋଟ ଓମିକ୍ରନ୍ ଆକ୍ରାନ୍ତ ଙ୍କ ସଂଖ୍ୟା ୮ କୁ ବୃଦ୍ଧି

ଓଡ଼ିଶା ରେ ଓମିକ୍ରନ୍ ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ୁଛି, ଆଉ ୪ ଚିହ୍ନଟ, ମୋଟ ଓମିକ୍ରନ୍ ଆକ୍ରାନ୍ତ ଙ୍କ ସଂଖ୍ୟା ୮ କୁ ବୃଦ୍ଧି

ଭୁବନେଶ୍ୱର , ୨୬/୧୨/୨୦୨୧ (ଓଡ଼ିଶା ସମାଚାର)- ଓଡ଼ିଶା ରେ ଓମିକ୍ରନ୍ ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ୁଛି । ପୂର୍ବରୁ ୪ ଜଣ ଚିହ୍ନଟ ହୋଇଥିବାବେଳେ ଏବେ ଆଉ ୪ ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଓମିକ୍ରନ୍ ଆକ୍ରାନ୍ତ ଙ୍କ ସଂଖ୍ୟା ୮ କୁ ବୃଦ୍ଧି ପାଇଛି । ଗତ ୨୧ ତାରିଖରେ ୨ ଜଣ ଚିହ୍ନଟ ହୋଇଥିବାବେଳେ ୨୩ ତାରିଖରେ ୨ ଜଣ ନାବାଳିକା ଚିହ୍ନଟ ହୋଇଥିଲେ । ସମସ୍ତେ ନାଇଜେରିଆ ଓ କାତାର ଫେରନ୍ତା । ସେମାନଙ୍କ ମଧ୍ୟରୁ ଅନ୍ୟମାନଙ୍କର ଓ ସେମାନଙ୍କ ସଂଷ୍ପର୍ଷରେ ଆସିଥିବା ଲୋକମାନଙ୍କର ପରୀକ୍ଷା ପାଇଁ ଯାଇଥିଲା । ସେଥିରୁ ଆଉ ୪ ଜଣଙ୍କର ଓମିକ୍ରନ୍ ଆକ୍ରାନ୍ତ ହୋଇଥିବା ରିପୋର୍ଟ ଆସିଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

About admin

Check Also

ଯପକୁଦ ଠାରେ ଚକ୍ଷୁ ଚିକିତ୍ସା ଶିବିର

Leave a Reply

Your email address will not be published.