Tuesday , August 16 2022
Breaking News
Home / ତାଜା ଖବର / ମରଣାନ୍ତକ ଆକ୍ରମଣ କରି ୨ ଲକ୍ଷ ୬୦ ହଜାର ଟଙ୍କା ଲୁଟ ଅଭିଯୋଗ

ମରଣାନ୍ତକ ଆକ୍ରମଣ କରି ୨ ଲକ୍ଷ ୬୦ ହଜାର ଟଙ୍କା ଲୁଟ ଅଭିଯୋଗ

 ମାହାଙ୍ଗା, ୨୫/୧୨/୨୦୨୧(ଓଡିଶା ସମାଚାର /ଅଭୟ ଜେନା ) – ମାହାଙ୍ଗା ଥାନା କୁଆଁପାଳ-ସାଲେପୁର ରାସ୍ତାର ଅଳିଯୋଡ଼ା ନିକଟସ୍ଥ ତ୍ରିପୁରା ପେଟ୍ରୋଲ ଟାଙ୍କି ପାଖରେ ଘଟିଛି ଲୁଟ ଘଟଣା । ବାଇକରେ ଆସିଥିବା ୩ ଦୁର୍ବୁତ୍ତ ଡ଼ଲଫିନ ଗ୍ୟାସ ଏଜେନସି ମ୍ୟାନେଜରଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟିନେଲେ ଟଙ୍କା । ଡ଼ଲଫିନ ଗ୍ୟାସ ମ୍ୟାନେଜର ରଞ୍ଜନ ସିନା ଙ୍କୁ ଆକ୍ରମଣ କରି ୨ ଲକ୍ଷ ୬୦ ହଜାର ଟଙ୍କା ଲୁଟିନେଇ ଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଥାନାରେ ରିପୋର୍ଟ ପରେ ପୋଲିସ ତଲାସୀ ଜାରୀ ରଖିଛି । ଆଜି ରାତି ୮ ଟା ସମୟରେ ଏଭଳି ଲୁଟ ଘଟଣା ଘଟିଛି । ଓଡ଼ିଶା ସମାଚାର

About admin

Check Also

ହୀରାକୁଦ ଜଳ ଭଣ୍ଡାର ର ୩୦ ଟି ଗେଟ୍ ଖୋଲା

ସମ୍ବଲପୁର,୧୩/୦୮/୨୦୨୨(ଓଡ଼ିଶା ସମାଚାର)- ହୀରାକୁଦ ଜଳ ଭଣ୍ଡାରର ଆଉ ୨ ଟି ଗେଟ ଖୋଲିଲା । ମୋଟ ୩୦ ଟି ଗେଟ୍ …

Leave a Reply

Your email address will not be published.