Saturday , October 8 2022
Breaking News
Home / ନିର୍ବାଚନ / ପଞ୍ଚାୟତ ସଂରକ୍ଷଣ ପ୍ରସଙ୍ଗ: ସଂଶୋଧନ ପରେ ସାନି ତାଲିକା ପ୍ରକାଶ ହେବ

ପଞ୍ଚାୟତ ସଂରକ୍ଷଣ ପ୍ରସଙ୍ଗ: ସଂଶୋଧନ ପରେ ସାନି ତାଲିକା ପ୍ରକାଶ ହେବ

କଟକ , ୨୨/୧୨/୨୦୨୧(ଓଡ଼ିଶା ସମାଚାର)- ପଞ୍ଚାୟତ ସଂରକ୍ଷଣ ନେଇ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ରାଜ୍ୟ ସରକାର ପ୍ରତ୍ୟାହାର କରିବେ । ସଂରକ୍ଷଣ ନେଇ ଆସନ୍ତା ୨୭ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଜାନୁଆରୀ ୩ ସୁଦ୍ଧା ସମସ୍ତ ଆପତ୍ତି ଏବଂ ଅଭିଯୋଗରେ ଶୁଣାଣି ହେବ । ଜାନୁଆରୀ ୭ ସୁଦ୍ଧା ରାଜ୍ୟ ସରକାର ନିର୍ବାଚନ ଆୟୁକ୍ତଙ୍କୁ ସାନି ତାଲିକା ଦେବେ । ମାର୍ଚ୍ଚ ୮ ସୁଦ୍ଧା ପଞ୍ଚାୟତ ନିର୍ବାଚନ ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ସଂଶୋଧନ ପରେ ସାନି ତାଲିକା ପ୍ରକାଶ କରିବାକୁ ମାନ୍ୟବର ହାଇକୋର୍ଟଙ୍କୁ ସରକାର ଜଣାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.