Saturday , August 13 2022
Breaking News
Home / ସ୍ୱାସ୍ଥ୍ୟ / କଳମିଶ୍ରି ପଞ୍ଚାୟତ ରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ

କଳମିଶ୍ରି ପଞ୍ଚାୟତ ରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ

ନିଶ୍ଚିନ୍ତକୋଇଲି ,୨୦/୧୨/୨୦୨୧(ଓଡିଶା ସମାଚାର /ଅଭୟ ଜେନା ) -କଟକ ସଦର ନିର୍ବାଚନ ମଣ୍ଡଳୀର କଳମିଶ୍ରି ପଞ୍ଚାୟତ ଅନ୍ତର୍ଗତ ଲେଣ୍ଡୁରା ଭଗବାନପୁର ଅନନ୍ତେଶ୍ୱର ବିଦ୍ୟାପୀଠ ପରିସରରେ ସ୍ମାର୍ଟ ହେଲଥ କାର୍ଡ, ବିଧାୟକ ଚନ୍ଦ୍ର ସାରଥୀ ବେହେରା ବଣ୍ଟନ କରିଥିଲେ । ଏହି ଅବସରରେ ୨୬ ଜଣ ନୂତନ ହିତାଧିକାରୀ ଙ୍କୁ ବିଧାୟକ ଚନ୍ଦ୍ର ସାରଥୀ ବେହେରା ବାର୍ଦ୍ଧକ୍ୟ ଭତ୍ତା ଓ ୧୦୦୩ ଜଣ ଙ୍କୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଥିଲେ । କାର୍ୟ୍ୟକ୍ରମ ରେ ସରପଞ୍ଚ ତୃପ୍ତି ରେଖା ମୁଦୁଲି, ଯୁବନେତା ଅବିନାଶ ମୁଦୁଲି, ସମିତି ସଭ୍ୟ ମଙ୍ଗୁଳି ଚରଣ ଲେଙ୍କା, ବ୍ଲକ ବିଜେଡି କାର୍ୟକାରୀ ସଭାପତି ପ୍ରମୋଦ ନାୟକ, ପର୍ୟ୍ୟବେକ୍ଷକ ରମେଶ ସ୍ୱାଇଁ ପ୍ରମୁଖ ଉପସ୍ଥିତଥିଲେ । ଓଡିଶା ସମାଚାର

About admin

Check Also

ଆଜି ସାରା ରାଜ୍ୟରେ କୃମିନାଶକ ଔଷଧ ମାଗଣାରେ ଖାଇବାକୁ ଦିଆଯିବ

ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ରକ୍ତହୀନତା ଓ ଅପପୁଷ୍ଟି ଦୂର କରିବା ଆଭିମୁଖ୍ୟ ରଖି ଆଜି ସାରା ରାଜ୍ୟରେ କୃମିନାଶକ ଔଷଧ ମାଗଣାରେ …

Leave a Reply

Your email address will not be published.