Saturday , June 3 2023
Breaking News
Home / ବିଶେଷ / ସଚେତନ ଯୁବକ ସଂଗଠନ ପକ୍ଷରୁ ଶ୍ରଦ୍ଧାଂଜଳୀ

ସଚେତନ ଯୁବକ ସଂଗଠନ ପକ୍ଷରୁ ଶ୍ରଦ୍ଧାଂଜଳୀ

ଗରଦପୁର, ୧୬/୧୨/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ କୋରୁଆ କଲେଜ ଛକରେ ବୀର ସହିଦ ମାନଙ୍କ ଉଦେଶ୍ୟରେ ଶ୍ରଦ୍ଧାଂଜଳୀ ଅର୍ପଣ କରାଯାଇଛି । ଅଂଚଳର ସଚେତନ ଯୁୂବକ ସଂଗଠନ ତରଫରୁ ଏକ ଶୋଭାଯାତ୍ରା କରାଯିବା ସହିତ ବୀର ସହିଦ ଯବାନମାନଙ୍କ ଫଟୋ ଚିତ୍ରରେ ପୁଷ୍ପ ଅର୍ଘ୍ୟ ଅର୍ପଣ କରି ଯୁବକମାନେ ଶ୍ରଦ୍ଧାଂଜଳୀ ଜଣାଇବା ସହିତ ଦେଶ ମାତୃକାର ସେବା କରିବା ପାଇଁ ମାନସିକ ସ୍ତରରେ ସମସ୍ତେ ସକଳ୍ପ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ସଂଗଠନର ବରିଷ୍ଠ ସଦସ୍ୟ ସର୍ବଶ୍ରୀ ରାଜ କିଶୋର ସାହୁ,ଜୀବ ଜ୍ୟୋତି ମହାନ୍ତି,ସ୍ମୃତି ରଂଜନ ମିଶ୍ର,ସତ୍ୟଜିତ ଦାସ, ପ୍ରଶାନ୍ତ ବେହେରା,ଶୈଳେନ୍ଦ୍ର ସାହୁ,ମିଲନ କୁମାର ମଲିକ,ତାପସ ଜେନା,ଜ୍ୟୋତି ରଂଜନ ଦାସ, ବିଶ୍ୱଜିତ ବିଶ୍ୱାଳ,ଦୀପକ କୁମାର ସାହୁ ପ୍ରମୁଖ ସାମିଲ ହୋଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.