Saturday , November 26 2022
Breaking News
Home / ବିଶେଷ / ଵୈୟାଳିଶମୈ।ଜା ଵେଣ୍ଟକାର ଫାଣ୍ଡି ଥାନାକୁ ରୂପାନ୍ତରିତ,ଏଥିସହ ଆଉ ଦୁଇ ଫାଣ୍ଡି

ଵୈୟାଳିଶମୈ।ଜା ଵେଣ୍ଟକାର ଫାଣ୍ଡି ଥାନାକୁ ରୂପାନ୍ତରିତ,ଏଥିସହ ଆଉ ଦୁଇ ଫାଣ୍ଡି

କଟଟ ସଦର, ୧୬/୧୨/୨୦୨୧(ଓଡିଶା ସମାଚାର  /ଵିଷ୍ଣୁ ବେହେରା): ଦୈତ୍ୟ ନଗରୀ କମିଶନରେଟ ପୋଲିସ ଅଞ୍ଚଳର ତିନୋଟି ଫାଣ୍ଡିକୁ ଥାନା ରୂପାନ୍ତରିତ କରାଯିବ ଵୋଲି ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ଦିନର ପ୍ରସ୍ତାଵରେ ମୋହର ମାରିଥିବା ଜଣାଯାଇଛି। ଏଥିରେ ୪୨ ମୈ।ଜା ଵେଣ୍ଟକାର ଠାରେ କଟକ ସଦର ଥାନା ଅଧୀନରେ ଥିବା ଫାଣ୍ଡି ଥାନାର ମାନ୍ୟତା ପାଇଛି।ଥାନାର ନୂତନ ଗୃହ ନିର୍ମାଣ ପାଇଁ ଵେଣ୍ଟକାର ପଡିଆକୁ ଲାଗିଥିବା ୩.୫୦ ଏକର ଜମି ଚିହ୍ନଟ ହୋଇଥିବା ବେଳେ ଗୃହ ନିର୍ମାଣ ସରିବା ପର୍ଯ୍ୟନ୍ତ ଏହି ଫାଣ୍ଡି ନିକଟରେ ଥିବା ରାଜୀଵ ଭଵନରେ ଏହା ଏଵେ କାର୍ଯ୍ୟ କରିଵ ଵୋଲି ଜଣାଯାଇଛି। ସେହିପରି ବାଲିଅନ୍ତା ଥାନା ଅଧୀନରେ ଥିବା ପାହାଳ ଫାଣ୍ଡି, ଜଟଣୀ ଥାନା ଅଧୀନରେ ଥିବା ଇନଫୋଭାଲି ଫାଣ୍ଡି ମଧ୍ୟ ଥାନାକୁ ରୂପାନ୍ତରିତ ହୋଇଛି। ଓଡିଶା ସମାଚାର

Leave a Reply

Your email address will not be published.