Tuesday , August 9 2022
Breaking News
Home / ସ୍ୱାସ୍ଥ୍ୟ / ମେଡିକାଲ ଛାତରୁ ଡେଇଁ ରୋଗୀ ମୃତ

ମେଡିକାଲ ଛାତରୁ ଡେଇଁ ରୋଗୀ ମୃତ

ଅନୁଗୁଳ ୧୬/୧୨/୨୦୨୧ (ଓଡ଼ିଶା ସମାଚାର)- ଅନୁଗୁଳ ମେଡିକାଲ ଛାତରୁ ଡେଇଁ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଗତମରା ଗାଁର ଚିକୁନ ବିଶ୍ବାଳ (୨୧ ବର୍ଷ )।

ସୂଚନାଯୋଗ୍ୟ ଯେ, ବୁଧବାର ରାତି ପ୍ରାୟ ୧୨ଟାରେ ସେ ଅନୁଗୁଳ ମେଡିକାଲକୁ ଚିକିତ୍ସା ପାଇଁ ଆସିଥିଲେ । ବିଳମ୍ବିତ ରାତିରେ ତିନି ମହଲା ଝରକାରୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ତେବେ କେଉଁ କାରଣରୁ ଛାତରୁ ଡେଇଁଛନ୍ତି ତାର କାରଣ ଅସ୍ପଷ୍ଟ ରହିଛି । ଓଡ଼ିଶା ସମାଚାର

About admin

Check Also

ଯପକୁଦ ଠାରେ ଚକ୍ଷୁ ଚିକିତ୍ସା ଶିବିର

Leave a Reply

Your email address will not be published.