Friday , September 29 2023
Breaking News
Home / ବିଶେଷ / ଦେଵାଳୟ ଵିମୋଚନମ୍ ସଂଗଠନ ପକ୍ଷରୁ ଶାରଳା ମନ୍ଦିର ସଫେଇ

ଦେଵାଳୟ ଵିମୋଚନମ୍ ସଂଗଠନ ପକ୍ଷରୁ ଶାରଳା ମନ୍ଦିର ସଫେଇ

 ତିର୍ତ୍ତୋଲ ୧୨/୧୨/୨୦୨୧ (ଓଡ଼ିଶା ସମାଚାର)- ସର୍ବଭାରତୀୟ ଦେଵାଳୟ ଵିମୋଚନମ୍ ସଂଗଠନର ଓଡ଼ିଶା ଶାଖା ପକ୍ଷରୁ ଆଜି ରବିବାର ଦିନ ତିର୍ତ୍ତୋଲ କନକପୁର ସ୍ଥିତ ମା’ ଶାରଳାଙ୍କ ପୀଠରେ ଡଃ ସୂଦର୍ଶନ ସାସମଲଙ୍କ ନେତୃତ୍ୱରେ ସ୍ୱଚ୍ଛ ଭାରତ ଅଭିଯାନ କରାଯାଇ ମନ୍ଦିର ବେଢ଼ା ସହିତ ପୋଲିସ୍ ଫାଣ୍ଡି ପ୍ରଭୃତି ଅଂଚଳରେ ସଫେଇ କାର୍ୟ୍ୟକ୍ରମ କରାଯାଇଛି।ଏଥିର ଅନ୍ୟମାନଙ୍କ ମଧ୍ୟରେ ଡଃ ନିରଞ୍ଜନ ସାହୁ, ରାଜେନ୍ଦ୍ର ପ୍ରସାଦ ମହାପାତ୍ର ପ୍ରମୁଖ ଵହୁ ଅବସରପ୍ରାପ୍ତ ଅଧିକାରୀ ଙ୍କ ସହିତ ଵହୁ ସଭ୍ୟସଭ୍ୟା ଯୋଗ ଦେଇଥିଲେ । ଓଡ଼ିଶଶ ସମାଚାର

Leave a Reply

Your email address will not be published. Required fields are marked *