Saturday , August 13 2022
Breaking News
Home / ବିଶେଷ / ଦେଵାଳୟ ଵିମୋଚନମ୍ ସଂଗଠନ ପକ୍ଷରୁ ଶାରଳା ମନ୍ଦିର ସଫେଇ

ଦେଵାଳୟ ଵିମୋଚନମ୍ ସଂଗଠନ ପକ୍ଷରୁ ଶାରଳା ମନ୍ଦିର ସଫେଇ

 ତିର୍ତ୍ତୋଲ ୧୨/୧୨/୨୦୨୧ (ଓଡ଼ିଶା ସମାଚାର)- ସର୍ବଭାରତୀୟ ଦେଵାଳୟ ଵିମୋଚନମ୍ ସଂଗଠନର ଓଡ଼ିଶା ଶାଖା ପକ୍ଷରୁ ଆଜି ରବିବାର ଦିନ ତିର୍ତ୍ତୋଲ କନକପୁର ସ୍ଥିତ ମା’ ଶାରଳାଙ୍କ ପୀଠରେ ଡଃ ସୂଦର୍ଶନ ସାସମଲଙ୍କ ନେତୃତ୍ୱରେ ସ୍ୱଚ୍ଛ ଭାରତ ଅଭିଯାନ କରାଯାଇ ମନ୍ଦିର ବେଢ଼ା ସହିତ ପୋଲିସ୍ ଫାଣ୍ଡି ପ୍ରଭୃତି ଅଂଚଳରେ ସଫେଇ କାର୍ୟ୍ୟକ୍ରମ କରାଯାଇଛି।ଏଥିର ଅନ୍ୟମାନଙ୍କ ମଧ୍ୟରେ ଡଃ ନିରଞ୍ଜନ ସାହୁ, ରାଜେନ୍ଦ୍ର ପ୍ରସାଦ ମହାପାତ୍ର ପ୍ରମୁଖ ଵହୁ ଅବସରପ୍ରାପ୍ତ ଅଧିକାରୀ ଙ୍କ ସହିତ ଵହୁ ସଭ୍ୟସଭ୍ୟା ଯୋଗ ଦେଇଥିଲେ । ଓଡ଼ିଶଶ ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.