Wednesday , January 19 2022
Breaking News
Home / ତାଜା ଖବର / ୫ଟି ହରିଣ ଛାଲ ଜବତ, ୨ ଗିରଫ

୫ଟି ହରିଣ ଛାଲ ଜବତ, ୨ ଗିରଫ

ଭୁବନେଶ୍ୱର , ୧୦/୧୨/୨୦୨୧ (ଓଡ଼ିଶା ସମାଚାର)-ଏସଟିଏଫ୍ ପନ୍ଝାରେ ଦୁଇ ହରିଣ ଛାଲ ବେପାରୀ । ଏସଟିଏଫ୍  ସେମାନଙ୍କ ନିକଟରୁ ୫ଟି ହରିଣ ଛାଲ ଜବତ କରି ୨ ଜଣଙ୍କୁ ଗିରଫ କରିଛି । ଗିରଫ ୨ ଜଣ ହେଲେ ପୁରୀ ବଳଙ୍ଗା ଅଞ୍ଚଳର କୃଷ୍ଣଚନ୍ଦ୍ର ସ୍ବାଇଁ ଓ ପୁରୀ ଗୋପ ଅଞ୍ଚଳର ସୁନୀଲ କୁମାର ପଲେଇ । ବାଲିପାଟଣା ଫରେଷ୍ଟ ରେଞ୍ଜ ରୁ ଶିକାର କରିଥିବା ହରିଣ ଙ୍କ ଛାଲକୁ ବିକ୍ରି କରିବା ପାଇଁ ପିପିଲି ଫ୍ଲାଇ ଓଭରରେ ସେମାନେ ଯୋଜନା କରୁଥିଲେ ।ଓଡ଼ିଶା ସମାଚାର

About admin

Check Also

ଦୁଇ ବାଇକ୍ ମୁହାଁ ମୁହିଁ ଧକ୍କା : ଜଣେ ଗୁରୁତର ଆହତ

ବାଲିଗୁଡା,୧୬/୦୧/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଦଣ୍ଡପଦର ଠାରେ ରବିବାର ସନ୍ଧ୍ୟାରେ ଦୁଇ  ବାଇକ୍ ମୁହାଁ ମୁହିଁ …

Leave a Reply

Your email address will not be published. Required fields are marked *