Thursday , January 20 2022
Breaking News
Home / ବିଶେଷ / କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ୫୯ ତମ ଗୃହରକ୍ଷୀ ଦିବସ ପାଳିତ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ୫୯ ତମ ଗୃହରକ୍ଷୀ ଦିବସ ପାଳିତ

କଳାହାଣ୍ଡି ୦୬/୧୨/୨୦୨୧(ଓଡ଼ିଶା ସମାଚାର/ସଂଜୟ ସିଂହ)-ଆଜି କଳାହାଣ୍ଡି ଜିଲ୍ଲା ପୋଲିସ ତରଫରୁ ଗୃହରକ୍ଷୀ ଦିବସ ପାଳତ ହୋଇ ଯାଇଛି । ଏହି ଅବସରରେ ଭବାନୀପାଟଣା ରିଜର୍ଭ ପୋଲିସ୍ ପଡିଆ ଠାରେ ମୂଖ୍ୟ ଅତିଥି ଭାବରେ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଡ଼ ଶ୍ରବଣ ବିବେକ ଏମ, ମୁଖ୍ୟ ଅତିଥି ଭାବେରେ ଯୋଗ ଦେଇଥିବା ବେଳେ ସମସ୍ତ ପୋଲିସ ଅଧିକାରୀ ଯୋଗ ଦେଇଥିଲେ। ସେ ତାଙ୍କ ବକ୍ତବ୍ୟ ରେ କହି ଥିଲେ ,ଗୃହରକ୍ଷୀ ମାନେ ହେଉଛନ୍ତି ଆମ ଦେଶର ଜାଗ୍ରତ ପ୍ରହରୀ ଯେ କୌଣସି ତତ୍କାଳିନ ପରିସ୍ଥିତି ହେଉ କିମ୍ବା ଟ୍ରାଫିକ ନିୟନ୍ତ୍ରଣ ହେଉ ସେମାନଙ୍କ ଅତୁଳନୀୟ ଭୂମିକା ରହିଛି ବୋଲି ଆରକ୍ଷୀ ତାଙ୍କ ଅଭିଭାଷଣରେ କହିଥିଲେ। ଓଡିଶା ସମାଚାର

About admin

Check Also

ଚାରି ଦିନରେ ମୋଟ ୪୦୮ ନାମାଙ୍କନ ପତ୍ର ଦାଖଲ 

ଗରଦପୁର, ୨୦/୧/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ରେ ପ୍ରାର୍ଥିପତ୍ର ଦାଖଲ ର ୪ର୍ଥ ଦିନରେ ଗରଦପୁର ବ୍ଲକ୍ …

Leave a Reply

Your email address will not be published. Required fields are marked *