Thursday , January 20 2022
Breaking News
Home / ବିଶେଷ / ସୂର୍ୟ୍ୟ ଅସ୍ତଗାମୀ ଅବ୍ୟବହିତ ପୂର୍ବରୁ ଆକାଶର ରଙ୍ଗ ହଠାତ୍ ଵଦଳିଗଲା

ସୂର୍ୟ୍ୟ ଅସ୍ତଗାମୀ ଅବ୍ୟବହିତ ପୂର୍ବରୁ ଆକାଶର ରଙ୍ଗ ହଠାତ୍ ଵଦଳିଗଲା

କଟକ ସଦର, ୦୫/୧୨/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):ଵାତ୍ୟା  ଜୱ।ଦ ଜିଵା ପରେ ହଠାତ୍ ପରିବର୍ତ୍ତନ ହେଲା ପାଗ। ବଦଳିଗଲା ଆକାଶର ରଙ୍ଗ। ଆଜି ରବିବାର ସଂଧ୍ୟାରେ କିଛି ବୁଝିବା ଓ ଜାଣିବା ପୂର୍ବରୁ କଟକ ସଦର ଅଞ୍ଚଳର ଆକାଶ ହୋଇଗଲା ସ୍ୱର୍ଣ୍ଣିଭ। ଏବଂ ପରେ ପରେ ହୋଇଗଲା ଲାଲ। ଏହା ଦେଖି ଲୋକେ ଭୟଭୀତ ହୋଇ ଏହା ଅଶୁଭ ଲକ୍ଷଣ ଵୋଲି ମତ ଦିଆନିଆ ହୋଇଥିଲେ। ଏଭଳି ଆକାଶର ଅସ୍ୱାଭାବିକ ପରିବର୍ତ୍ତନ ଅନ୍ୟ ଜିଲ୍ଲା ମାନଙ୍କରେ ହୋଇଥିଵା ଖଵର ମିଳିଵାରେ ଲାଗିଛି। ଏ ସମ୍ପର୍କରେ ବୈଜ୍ଞାନିକଙ୍କ ସହ ଭବିଷ୍ୟଵିତ୍ ମାନଙ୍କ ମତକୁ ଲୋକେ ଅପେକ୍ଷା କରିଛନ୍ତି। ଓଡ଼ିଶା ସମାଚାର

About admin

Check Also

ବିଜେଡି ପକ୍ଷରୁ ଜୋନ ୧ ଜିଲ୍ଲାପରିଷଦ ପ୍ରାର୍ଥୀପତ୍ର ଦାଖଲ

ରଘୁନାଥପୁର, ୨୦/୧/୨୦୨୨ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକର ୨ଗୋଟି ଜିଲ୍ଲା ପରିଷଦ ଜୋନ ନିମନ୍ତେ ବିଜୁଜନତା ଦଳ ପକ୍ଷରୁ ପ୍ରାର୍ଥୀଙ୍କ …

Leave a Reply

Your email address will not be published. Required fields are marked *