Saturday , November 26 2022
Breaking News
Home / ବିଶେଷ / ଶିଶୁ ପ୍ରତିଭା : ସୌଭାଗ୍ୟ ରାଉତ

ଶିଶୁ ପ୍ରତିଭା : ସୌଭାଗ୍ୟ ରାଉତ

କଟକ, ୦୫/୧୨/୨୦୨୧ (ଓଡ଼ିଶା ସମାଚାର)- କଟକ ସଦର କିଶନନଗର ଥାନା ସୋଗଲ ଗ୍ରାମର ବିଶିଷ୍ଟ ସମାଜସେବୀ ଇଂ.ବସନ୍ତ କୁମାର ରାଉତଙ୍କ ସୁପୁତ୍ର ଶିଶୁ ଚିତ୍ରଶିଳ୍ପୀ ସୌଭାଗ୍ୟ ରାଉତ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିବା ସହ ଚିତ୍ରକଳା ଦିଗରେ ଖୁବ୍ ପାରଦର୍ଶିତା ଲାଭ କରିଛନ୍ତି । ଅଗ୍ରଣୀ ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦ ପକ୍ଷରୁ ଏହି ଶିଶୁ ପ୍ରତିଭାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published.