Saturday , November 26 2022
Breaking News
Home / ସ୍ୱାସ୍ଥ୍ୟ / ୧୨ ରେ କଟକ ଆସିଵେ ମୂଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକ, ଵିଏସକେୱ।ଇ ର କରିଵେ ଶୁଭାରମ୍ଭ

୧୨ ରେ କଟକ ଆସିଵେ ମୂଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକ, ଵିଏସକେୱ।ଇ ର କରିଵେ ଶୁଭାରମ୍ଭ

କଟକ ସଦର, ୦୪/୧୨/୨୦୨୧ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଲୋକଙ୍କୁ ମାଗଣାରେ ଉନ୍ନତ ମାନର ସ୍ୱ।ସ୍ଥ୍ୟ ସେଵା ଯୋଗାଇ ଦେବାକୁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଵଦ୍ଧପରିକର ହୋଇ ପ୍ରତ୍ୟେକ ଜିଲାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଚାଲିଥିଵା ଵେଳେ ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲାର ଵଣ୍ଟନର ଶୁଭାରମ୍ଭ କରିଵାକୁ ଆସନ୍ତା ୧୨ ତାରିଖରେ କଟକ ମୂଖ୍ୟମନ୍ତ୍ରୀ କଟକ ଆସୁଥିବା ଆପାତତଃ ସ୍ଥିର ହୋଇଥିବା ଜଣାପଡିଛି। ପ୍ରକାଶ ଯେ ପ୍ରତ୍ୟେକ ଲୋକଙ୍କୁ ମାଗଣାରେ ଉନ୍ନତ ମାନର ଚିକିତ୍ସା ସେଵା ଯୋଗାଇ ଦେବାକୁ ଵିଏସକେୱ।ଇ(ଵିଜୁ ସ୍ୱ।ସ୍ଥ୍ୟ କଲ୍ୟାଣ ଯୋଜନା) ରେ ସ୍ମାର୍ଟ ସ୍ୱ।ସ୍ଥ୍ୟ କାର୍ଡ ଦିଆ ଯାଉଛି। ଏଥିରେ ପ୍ରତ୍ୟେକ ପରିଵାର ୫ ଲକ୍ଷ ଓ ମହିଳା ମାନେ ଅତିରିକ୍ତ ୨ ଲକ୍ଷର ଚିକିତ୍ସା ସୁବିଧା ପାଇପାରିବେ। ସୂଚନାଯୋଗ୍ୟ ଯେ ସରକାରୀ ମେଡିକାଲ ବ୍ୟତୀତ ଜିଲ୍ଲାରେ ଥିବା ଅନ୍ୟାନ୍ୟ ୩୧ ଟି ଘରୋଇ ହସ୍ପିଟାଲରେ ମଧ୍ୟ ଏହି ମାଗଣା ଚିକିତ୍ସା ସୁବିଧା ଉପଲବ୍ଧ ହେଵ ଵୋଲି ସରକାରୀ ଭାଵେ ଜଣାଯାଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published.