Tuesday , December 6 2022
Home / ବିଶେଷ / ସର୍ଭିସ ବନ୍ଧୁକରୁ ନିଜକୁ ନିଜେ ଗୁଳିକରି ଯବାନ ଙ୍କ ଆତ୍ମହତ୍ୟା

ସର୍ଭିସ ବନ୍ଧୁକରୁ ନିଜକୁ ନିଜେ ଗୁଳିକରି ଯବାନ ଙ୍କ ଆତ୍ମହତ୍ୟା

କାଲିମେଳା, ୦୪/୧୨/୨୦୨୧(ଓଡ଼ିଶା ସମାଚାର)-କାଲିମେଳା ଥାନା ଅନ୍ତର୍ଗତ ପୋଟେରୁ ଫାଣ୍ଡି  ର ଜଣେ ଯବାନ ନିଜ ସର୍ଭିସ ବନ୍ଧୁକରୁ ନିଜକୁ ନିଜେ ଗୁଳିକରି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସମ୍ପୃକ୍ତ ଯବାନ ହେଉଛନ୍ତି ଦୂର୍ଯେ୍ୟାଧନ ମାଝୀ । ସେ ଓଏସଏପି ୪ର୍ଥ ବାଟାଲିଅନ୍ ରେ କାର୍ଯ୍ୟରତ ଥିଲେ । କାଲିମେଳା ଥାନା ପୋଲିସ ଘଟଣାର ତଦନ୍ତ କରୁଛି । ହେଲେ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ । ଓଡ଼ିଶା ସମାଚାର

Leave a Reply

Your email address will not be published.