Wednesday , January 19 2022
Breaking News
Home / ବିଶେଷ / ସମ୍ଭାବ୍ୟ ବାତ୍ୟା ଟଳିଯିବ

ସମ୍ଭାବ୍ୟ ବାତ୍ୟା ଟଳିଯିବ

ଭୁବନେଶ୍ୱର , ୦୪/୧୨/୨୦୨୧ (ଓଡ଼ିଶା ସମାଚାର)- ସମ୍ଭାବ୍ୟ ବାତ୍ୟା ଟଳିଯିବ । ଏହା ଏତେ କ୍ଷତି କରିବ ନାହିଁ । ସମୁଦ୍ର ଭିତରେ ତାହାର ବେଗ ଧୀର ହୋଇଗଲାଣି । ଆସନ୍ତା କାଲି ମଧ୍ୟାହ୍ନ ସୁଦ୍ଧା ଏହା ପୁରୀ ନିକଟ ହେବା ବେଳକୁ ଦୂର୍ବଳ ହୋଇଯାଇଥିବା । ତେଣୁ ସେଭଳି କିଛି ବଡ଼ ଧରଣର ବାତ୍ୟା ହେବ ନାହିଁ । ଏବେ ଯେଉଁଭଳି ତାର ପ୍ରକେମାପ ରହିଛି, ସେହିଭଳି ରହିବ ଓ ବର୍ଷା ଅଧିକ ପରିମାଣର ହେବ । ଆସନ୍ତା କାଲି ମଧ୍ୟାହ୍ନ ଠାରୁ ୁଧିରେ ଧିରେ ପାଗ ପରିବର୍ତନ ହେବ ବୋଲି ଆକଳନ କରାଯାଉଛି । ଓଡ଼ିଶା ସମାଚାର

About admin

Check Also

ସମାଜକୁ ମାନବିକତାର ପରିଚୟ ଦେଲେ ଜଣେ ଚା ବ୍ୟବସାୟୀ

ଧର୍ମଶାଳା, ୧୮/୧/୨୦୨୨ (ଓଡ଼ିଶା ସମାଚାର)- ୭ ହଜାର ଟଙ୍କା ସହିତ କାଗଜପତ୍ର ଓ ମନିପର୍ସ ଫେରାଇ ଚର୍ଚ୍ଚାରେ ଜଣେ ଚା …

Leave a Reply

Your email address will not be published. Required fields are marked *