Thursday , January 20 2022
Breaking News
Home / ତାଜା ଖବର / ଗୁଳିମାଡ଼ରେ ୩ ଆହତ, ବନ୍ଧୁକ ଛାଡ଼ି ଦୁର୍ବୃତ ଫେରାର

ଗୁଳିମାଡ଼ରେ ୩ ଆହତ, ବନ୍ଧୁକ ଛାଡ଼ି ଦୁର୍ବୃତ ଫେରାର

କୁଆଖିଆ, ୦୩/୧୨/୨୦୨୧(ଓଡ଼ିଶା ସମାଚାର)- ହରିପୁର ବଜାରରେ ଗୁଳି ମାଡ଼ । ହରିପୁର ବାଲିପାଟଣା ରୋଡ଼୍ ରେ ଏକ ଜୁଏଲାରୀ ଦୋକାନ ର ମାଲିକ ଦୋକାନ ବନ୍ଦ କରି ଯାଉଥିବାବେଳେ ଗୁଳିମାଡ଼ ହୋଇଛି । ଦୋକାନ ମାଲିକ, ତାଙ୍କ ଭାଇ ଓ ଦୋକାନର ଜଣେ କର୍ମଚାରୀ ଗୁଳିମାଡ଼ରେ ଆହତ ହୋଇଛନ୍ତି । ଆହତମାନେ ହେଉଛନ୍ତି ଆସିସ ପାତ୍ର, ଦେବାଶିଷ ପାତ୍ର ଓ କର୍ମଚାରୀ ସୋନୁ ସାହୁ । ସମସ୍ତଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ଅପରାଧୀମାନେ ବନ୍ଧୁକ ଛାଡ଼ି ପଳାଇ ଯାଇଛନ୍ତି । କୁଆଖିଆ ଥାନା ପୋଲିସ୍ ପହଂଚି ଘଟଣାର ତଦନ୍ତ କରୁଛି । ଓଡ଼ିଶା ସମାଚାର

About admin

Check Also

କଟକର ଏକ ବେଆଇନ୍ ଲିଙ୍ଗ ନିରୂପଣ ଲ୍ୟାବ ଉପରେ କମିଶନରେଟ ପୋଲିସର ଚଢାଉ

କଟକ ସଦର , ୧୭/୦୧/୨୦୨୨(ଓଡିଶା ସମାଚାର /ଵିଷ୍ଣୁ ବେହେରା):କଟକ ମଙ୍ଗଳାବାଗ ଅଞ୍ଚଳର ଏକ ଟେଷ୍ଟିଙ୍ଗ୍ ଲ୍ୟାଵରେ ଦୀର୍ଘ ଦିନ ହେବ …

Leave a Reply

Your email address will not be published. Required fields are marked *