Tuesday , August 9 2022
Breaking News
Home / ବିଶେଷ / ନିଖିଳ ଉତ୍କଳ ବାରିକ ସିମତି ବୈଠକ

ନିଖିଳ ଉତ୍କଳ ବାରିକ ସିମତି ବୈଠକ

ଗରଦପୁର, ୦୨/୧୨/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ଜଗଦଳପୁରସ୍ଥିତ କଳସୀ ମଠ ପରିସରରେ ନିଖିଳ ଉତ୍କଳ ବାରିକ ସିମତି ପାଟକୁରା ଶାଖାର ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଆୟୋଜିତ ବୈଠକରେ ସହଦେବ ବାରିକ ସଭାପତିତ୍ୱ କରିଥିବାବେଳେ ଏଥିରେ କୌଳିକ ବୃତି ଆପଣେଇଥିବା ବାରିକ ବର୍ଗ ମାନଙ୍କର ବହୁବିଧ ସମସ୍ୟା ସମ୍ପର୍କରେ ଆଲୋକପାତ କରାଯାଇଥିଲା । ବୈଠକରେ ପାଟକୁରା ଶାଖା କାର୍ଯ୍ୟକାରୀ କମିଟିର ସଭାପତି ରୂପେ ପ୍ରହଲାଦ ବାରିକ, ସହ ସଭାପତି ବିଦୁଭୁଷଣ ବାରିକ , ସମ୍ପାଦକ ପ୍ରଶାନ୍ତ କୁମାର ବାରିକ, ସହ ସମ୍ପାଦକ ରୂପେ ଦିଲିପ ବାରିକଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.