Saturday , November 26 2022
Breaking News
Home / ବିଶେଷ / ମମିତା ମେହେର ହତ୍ୟାକାଣ୍ଡର ତଦନ୍ତ ଦାୟିତ୍ୱ ଜଷ୍ଟିସ ଏଵିଏସ୍ ନାଇଡୁଙ୍କୁ ଦେଲେ ଉଚ୍ଚ ନ୍ୟାୟାଳୟ

ମମିତା ମେହେର ହତ୍ୟାକାଣ୍ଡର ତଦନ୍ତ ଦାୟିତ୍ୱ ଜଷ୍ଟିସ ଏଵିଏସ୍ ନାଇଡୁଙ୍କୁ ଦେଲେ ଉଚ୍ଚ ନ୍ୟାୟାଳୟ

କଟକ ସଦର , ୩୦/୧୧/୨୦୨୧(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜ୍ୟର ବହୁଚର୍ଚ୍ଚିତ ବଲାଙ୍ଗୀର ମମିତା ମେହେର ହତ୍ୟାକାଣ୍ଡ ତଦନ୍ତର ପାରଦର୍ଶୀ ରଖିଵାକୁ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ହାଇକୋର୍ଟ ଜଣେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଜଷ୍ଟିସ ଏ ଵି ଏସ୍ ନାଇଡୁଙ୍କୁ ନିଯୁକ୍ତି ଦେଇଛନ୍ତି। ଜଷ୍ଟିସ ନାଇଡୁ ହତ୍ୟା ମାମଲାର ପୁଂଖାନୁପୁଖଂ ତଦନ୍ତ ଓ ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ସମାଚାର

Leave a Reply

Your email address will not be published.