Thursday , January 20 2022
Breaking News
Home / ତାଜା ଖବର / Breaking News- ଭବାନୀ ପାଟଣା ର ଥୁଅମୂଳ ରାମ ପୁର ରାସ୍ତା ସିଆରପିଏଫ କ୍ୟାମ୍ପ ନିକଟସ୍ଥ ଟ୍ରାକ୍ଟର ଏବଂ ବାଇକ ଧକା ରେ ଦୁଇ ମୃତ, ଜଣେ ଗୁରୁତର

Breaking News- ଭବାନୀ ପାଟଣା ର ଥୁଅମୂଳ ରାମ ପୁର ରାସ୍ତା ସିଆରପିଏଫ କ୍ୟାମ୍ପ ନିକଟସ୍ଥ ଟ୍ରାକ୍ଟର ଏବଂ ବାଇକ ଧକା ରେ ଦୁଇ ମୃତ, ଜଣେ ଗୁରୁତର

କଳାହାଣ୍ଡି , ୨୯/୧୧/୨୦୨୧(ଓଡ଼ିଶା ସମାଚାର /ସଂଜୟ ସିଂହ) – କଳାହାଣ୍ଡି ଜିଲା ଭବାନୀପାଟଣା ଥୁଆମୁଲରାମ ପୁର ରାସ୍ତା ରେ ସିଆରପିଏଫ କ୍ୟାମ୍ପ ନିକଟରେ ଟ୍ରାକ୍ଟର ସହ ବାଇକ ପିଟି ହୋଇ ବାଇକ୍ ରେ ଲାଗିଲା ନିଆଁ। ବାଇକ ରେ ଥିବା ୩ ଜଣ ମଧ୍ୟରୁ ୨ ଜଣ ଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ  ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର  ଙ୍କୁ ଭବାନୀପାଟଣା ମୁଖ୍ୟ  ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି । ମୃତକ ଙ୍କ ପରିଚୟ ମିଳି ନ ଥିବା ବେଳେ ଗୁରୁତର ଅବସ୍ଥା ରେ ଭର୍ତି ହୋଇ ହୋଇଥିବା ଜଣକ ସନାତନ ମାଝୀ ବଣ୍ଡେଲ ଗୁଡା ଥୁଆମୁଳ ରାମପୁର କର୍ଲାପାଟ ଅଂଚଳ ର ବୋଲି ସୁଚନା ମିଳିଛି। ଓଡିଶା ସମାଚର

About admin

Check Also

କଟକର ଏକ ବେଆଇନ୍ ଲିଙ୍ଗ ନିରୂପଣ ଲ୍ୟାବ ଉପରେ କମିଶନରେଟ ପୋଲିସର ଚଢାଉ

କଟକ ସଦର , ୧୭/୦୧/୨୦୨୨(ଓଡିଶା ସମାଚାର /ଵିଷ୍ଣୁ ବେହେରା):କଟକ ମଙ୍ଗଳାବାଗ ଅଞ୍ଚଳର ଏକ ଟେଷ୍ଟିଙ୍ଗ୍ ଲ୍ୟାଵରେ ଦୀର୍ଘ ଦିନ ହେବ …

Leave a Reply

Your email address will not be published. Required fields are marked *