Tuesday , August 16 2022
Breaking News
Home / ବିଶେଷ / ସ୍ବର୍ଗତ ଦାମୋଦର ସେନାପତି ଥିଲେ ବହୁବିଧ ପ୍ରତିଭାର ଅଧିକାରୀ : ସାହିତ୍ୟିକ ବୁଲେଇ ବେହେରା

ସ୍ବର୍ଗତ ଦାମୋଦର ସେନାପତି ଥିଲେ ବହୁବିଧ ପ୍ରତିଭାର ଅଧିକାରୀ : ସାହିତ୍ୟିକ ବୁଲେଇ ବେହେରା

କଟକ, ୨୯/୧୧/୨୦୨୧(ଓଡ଼ିଶା ସମାଚାର)-  କଟକ ସଦର ୪୨ ମୌଜା ପଟଣାସ୍ଥିତ ଅଗ୍ରଣୀ ସାମାଜିକ ସଂଗଠନ “ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ” ପକ୍ଷରୁ ପୂଜ୍ୟପୂଜା ଭବନ ଠାରେ ଧୂଳିଶ୍ୱର ଗ୍ରାମର ବିଶିଷ୍ଟ ସମାଜସେବୀ,ଦକ୍ଷ ସଙ୍ଗଠକ,ସାହିତ୍ୟିକ, ଜଗନ୍ନାଥ ସଂସ୍କୃତି ଭଜନ ଗାୟକ ତଥା ରାଜ୍ୟ ସଚିବାଳୟ ବିଭାଗୀୟ ଅଧିକାରୀ ସ୍ବର୍ଗତ ଦାମୋଦର ସେନାପତିଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଆଜି ପୂର୍ବାହ୍ନରେ ପ୍ରତିଷ୍ଠାନ ପକ୍ଷରୁ ସଂପାଦକ ନାରାୟଣ ଚନ୍ଦ୍ର ମହାନ୍ତି,୪୨ ମୌଜା ଯାଦବ ମହାସଭାର ସଭାପତି ତଥା ବିଶିଷ୍ଟ ସାହିତ୍ୟିକ ବୁଲେଇ ବେହେରା,କବୟିତ୍ରୀ ସରୋଜ ନଳିନୀ ପରିଜା ପ୍ରମୁଖ ଉପସ୍ଥିତ ରହି ଆମର ଆତ୍ମାର ସ୍ମୃତି ଚାରଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.