Thursday , January 20 2022
Breaking News
Home / ବିଶେଷ / ବସନ୍ତପୁର ରେ ନିଆଁ ଲାଗି ଗୁହାଳ ଘର ପୋଡ଼ିଗଲା 

ବସନ୍ତପୁର ରେ ନିଆଁ ଲାଗି ଗୁହାଳ ଘର ପୋଡ଼ିଗଲା 

ଗରଦପୁର , ୨୮/୧୧/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତର ବସନ୍ତପୁର ମଳିକ ସାହିରେ ଚଗଲା ମଳିକ ଙ୍କ ଗୁହାଳ ଘର ରବିବାର ସନ୍ଧ୍ୟାରେ ନିଆଁଲାଗି ସମ୍ପୂର୍ଣ୍ଣ ପୋଡ଼ି ଯାଇଛି । କେମିତି ନିଆଁ ଲାଗିଲା କେହି ଯାଣିନାହାନ୍ତି । ତେବେ ଗୁହାଳଘରେ ନିଆଁ ଲାଗିଥିବା ଜାଣିବା ପରେ ତୁରନ୍ତ ଗୁହାଳ ଘରେ ଥିବା ଗାଈ ଗୋରୁ ଓ ଛେଳିଙ୍କୁ ଗୁହାଳ ଘରୁ ବାହାର କରିନିଆଯାଇଥିଲା । କୋରୁଆ ଦମକଳ କେନ୍ଦ୍ରରୁ ୨ ଟି ଦମକଳ ଗାଡ଼ି ପହଂଚି ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ଗରଦପୁର ଜିଲା ପରିଷଦ ୧୧ନମ୍ବର ରୁ ମଂଜୁବାଳା ଜେନା ଓ ୯ ନମ୍ବର ରୁ ଏଲିନା ସ୍ୱାଇଁ ବିଜେଡ଼ି ପ୍ରାର୍ଥି ଭାବେ ନାମାଙ୍କନ ଦାଖଲ କଲେ

ଗରଦପୁର, ୨୦/୧/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ର ନାମାଙ୍କନ ମାହୋଲ ଆରମ୍ଭ ହୋଇ ଯାଇଛି । ଶତାଧିକ …

Leave a Reply

Your email address will not be published. Required fields are marked *