Saturday , November 26 2022
Breaking News
Home / ତାଜା ଖବର / ଢ଼େଙ୍କାନାଳରେ ଫୁଟିଲା ଗୁଳି

ଢ଼େଙ୍କାନାଳରେ ଫୁଟିଲା ଗୁଳି

ଢ଼େଙ୍କାନାଳ, ୨୭/୧୧/୨୦୨୧(ଓଡ଼ିଶା ସମାଚାର)- ଢ଼େଙ୍କାନାଳରେ ଫୁଟିଲା ଗୁଳି । ସଦର ଥାନା ଅନ୍ତର୍ଗତ ୨୧ ନମ୍ବର ୱାର୍ଡ଼ ସଂଜୟ କଲେନୀରେ ଫୁଟିଛି ଗୁଳି । ଡ଼୍ରଗ୍ସ କାରବାରକୁ ବାରଣ କରିବାରୁ ଏହି ଗୁଳିକାଣ୍ଡ ହୋଇଛି । ପ୍ରାୟ ୨୦ ରୁ ଅଧିକ ଯୁବକ ସଂଘବଦ୍ଧ ହୋଇ ସଂଜୟ କଲୋନୀରେ ୩ ରାଉଣ୍ଡ ଗୁଳି ଚାଳନା କରିବା ସହିତ ପ୍ରକାଶ ନାୟକ ନାମକ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ।
ସୂଚନାରୁ ପ୍ରକାଶ ଗୁଳି ଚଳାଇଥିବା ଯୁବକମାନେ ନରଣପୁର ଗାଁର । ଓଡ଼ିଶା ସମାଚାର

Leave a Reply

Your email address will not be published.